ଦେଶ ବିଦେଶ ମନୋରଞ୍ଜନ

ଦ୍ବିତୀୟ ବିବାହ କରିବେ ଦିୟା

କରୋନା ହ୍ରାସ ପାଇବା ସଙ୍ଗେ ସଙ୍ଗେ ବି’ ଟାଉନର କଳାକାରମାନେ ଏବେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। କିଛି ଦିନ ପୂର୍ବେ ବରୁଣ ଧାଵନ୍- ନତାଶା ଦଲାଲ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏବେ ଦିୟା ମିର୍ଜା ବାହା ହେବେ ବୋଲି ଚର୍ଚ୍ଚା ହେଉଛି। ମହାମାରୀ କରୋନା ସମୟରେ ଦିୟା ମୁମ୍ବାଇର ଯୁବ ବ୍ୟବସାୟୀ ବୈଭବ ରେଖିଙ୍କୁ ଡେଟ୍‌ କରୁଥିବା ଫଟୋ ସାମ୍ନାକୁ ଆସିଥିଲା। ଆଗାମୀ ୧୫ରେ ଦିୟା-ବୈଭବଙ୍କ ସାହାନାଇ ବାଜିବ ବୋଲି ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ଦିୟା ପୂର୍ବରୁ ବିବାହ କରିଥିଲେ। ମାତ୍ର ପାରିବାରିକ ଅଶାନ୍ତି ପାଇଁ ୧୧ ବର୍ଷ ପରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ସେହିଭଳି ବୈଭବ ମଧ୍ୟ ଯୋଗ ପ୍ରଶିକ୍ଷିକା ସୁନୈନା ରେଖିଙ୍କୁ ବିବାହ କରିଥିଲେ। କିଛି ବର୍ଷ ତଳେ ବୈଭବ ତାଙ୍କୁ ଛାଡ଼ପତ୍ର ଦେଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ