ରାଜ୍ୟ ସ୍ୱାସ୍ଥ୍ୟ

ଦେଶରେ ଟିକାକରଣ ୧୭୫ କୋଟି ଟପିଲା: ଦୈନିକ ସଂକ୍ରମଣ ମାମଲାରେ ୧୪% ହ୍ରାସ

ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣ ୧୭୫ କୋଟି ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୬.୨୮ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି। ଦେଶରେ ମୋଟ୍‌ ଟିକାକରଣ ସଂଖ୍ୟା ୧୭୫.୦୩ କୋଟି ରହିଛି । ୧,୦୪,୦୦,୪୯୨ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୯୯,୪୯,୮୩୩ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି । ୪୦,୨୨,୯୬୨ ଜଣ ପ୍ରିକସନ୍‌ ଡୋଜ୍‌ ନେଇଛନ୍ତି। ୫୭,୮୩,୬୯୦ ଜଣ ଆଗଧାଡ଼ିର କର୍ମୀ ପ୍ରିକସନ୍‌ ଡୋଜ୍‌ ନେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ୧୮-୪୪ ବର୍ଷ ମଧ୍ୟରେ ୫୫,୦୦,୩୧,୯୮୦ ଜଣ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୪୩,୪୨,୯୪,୬୨୭ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ସେହିପରି ୪୫-୫୯ ବର୍ଷ ମଧ୍ୟରେ ୨୦,୧୯,୮୬,୩୦୬ ଜଣ ପ୍ରଥମ ଡୋଜ୍‌ ନେଇଥିବାବେଳେ ୧୭,୮୦,୨୩,୩୩୩ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ବ ୧୧,୦୯, ୦୬,୪୬୮ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ୮୮,୯୩, ୪୮୯ ଜଣ ପ୍ରିକସନ୍‌ ଡୋଜ୍‌ ନେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ