ଖେଳ ଦେଶ ବିଦେଶ

ଦୂତି ଚାନ୍ଦଙ୍କୁ ଟୋକିଓ ଅଲିମ୍ପିକ୍ସ ଟିକେଟ୍‌, ୱାର୍ଲଡ ରାଙ୍କିଙ୍ଗ ଅନୁସାରେ ଚୟନ ହେଲେ ଦୂତି

ଭୁବନେଶ୍ୱର ୩୦।୦୬: ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଅଲିମ୍ପିକ୍ସ ଟିକେଟ୍‌ । ଟୋକିଓ ଅଲିମ୍ପିକ୍ସ ପାଇଁ ଦୂତି ଚାନ୍ଦଙ୍କୁ ମିଳିଲା ଟିକେଟ୍‌ । ୧୦୦ ଓ ୨୦୦ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କଲେ ଦୂତି ଚାନ୍ଦ । ୱାର୍ଲଡ ରାଙ୍କିଙ୍ଗ ଆଧାରରେ ଚୟନ ହେଲେ ଦୂତି ଚାନ୍ଦ ।

ସୂଚନାଥାଉକି, ଗତ ୨୧ ତାରିଖରେ ଇଣ୍ଡିଆନ ଗ୍ରାଁ ପ୍ରିଁ- ୪ରେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ଦୂତି ଚାନ୍ଦ। ସେ ୧୧.୧୭ ସେକେଣ୍ଡରେ ୧୦୦ ମିଟର ପୂରଣ କରିଥିଲେ। ନିଟକରେ ଦୂତି ମାତ୍ର ୦.୦୨ ସେକେଣ୍ଡ ପାଇଁ ଟୋକିଓ ଟିକେଟରୁ ବଞ୍ଚିତ ହୋଇଥିଲେ। ହେଲେ ବିଶ୍ବ ରାଙ୍କିଂ ଆଧାରରେ ଦୂତି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ଦୂତି ବିଶ୍ବର ୧୦୦ ମିଟର ବିଭାଗରେ ୪୪ ନମ୍ବର ଥିବାବେଳେ ୨୦୦ ମିଟର ବିଭାଗରେ ୫୧ ନମ୍ବର ସ୍ଥାନରେ ଅଛନ୍ତି।ଜୁଲାଇ ୨୩ରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ