କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦୁର୍ଗାବାହିନୀ ଓ ମାତୃଶକ୍ତି ସ୍ଥାପନା ଦିବସ, ଆୟୋଜିତ ହେଲା ଶସ୍ତ୍ର ପୂଜନ ଉତ୍ସବ

ଭଦ୍ରକ ୧୭/୧୦: ଦୁର୍ଗାବାହିନୀ ଓ ମାତୃଶକ୍ତି ସ୍ଥାପନା ଦିବସ ଓ ଶସ୍ତ୍ର ପୂଜନ ଉତ୍ସବ ଆୟୋଜିତ ହୋଇଛି । ଭଦ୍ରକ ସହରର ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସର ରେ ଏହି ଉତ୍ସବ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଦୁର୍ଗା ବାହିନୀର ରାଷ୍ଟ୍ରୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ମହଲା, ମାତୃଶକ୍ତି ସଂଯୋଜିକା ଝରଣା ଜେନା , ପ୍ରାନ୍ତ ସହ ସଂଯୋଜିକା ସିପ୍ରା ରାଉତ ଓ ମୁଖ୍ୟଅତିଥୀ ଭାବେ ଶକୁନ୍ତଳା ଦାସ ଯୋଗ ଦେଇଥିଲେ ।

ତେବେ 1991 ମସିହା ଅଶ୍ୱିନ୍ୟ ଶୁକ୍ଳ ଅଷ୍ଟମୀରେ ଦୁର୍ଗା ବାହିନୀ ଗଠିତ ହୋଇଥିଲା । ସେଥିପାଇଁ ସବୁଠି ପ୍ରତିଷ୍ଠା ଦିବସ ପାଳନ ହେଉଛି । ତେବେ ଶସ୍ତ୍ର ପୂଜନର ଆବଶ୍ୟକତା ସହ ଉପାଦେୟତା ନେଇ ଆଲୋଚନା ହେବା ସହ ଭାରତକୁ ବିଶ୍ୱ ଗୁରୁ ଗଢିବା ପାଇଁ ମୁଖ୍ୟ ଅତିଥି ଆବାହନ କରିଛନ୍ତି । ତେବେ ଏହି ଦୁର୍ଗାବାହିନୀ ଓ ମାତୃଶକ୍ତି ସ୍ଥାପନା ଦିବସ ଓ ଶସ୍ତ୍ର ପୂଜନ ଉତ୍ସବରେ ଜିଲ୍ଲାର ବିଭନ୍ନ ପ୍ରାନ୍ତରୁ ବହୁ ମହିଳା , ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,