କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଗୁଞ୍ଜିବାଡି ପଞ୍ଚାୟତ ମୁଣ୍ଡିକିଆ ଗାଁ ଦୃଶ୍ୟ ଉଠାଜଳସେଚନ ନିଗମ ତରଫରୁ ୧୯/୨୦ ମସିହାରେ ସରକାର ଚାଷିଙ୍କ ପାଇଁ ଲିଫ୍ଟ ମାଧ୍ୟମରେ ଜଳ ଯୋଗାଇ ଦେଉଥିବା ବେଳେ ବର୍ତ୍ତମାନ ତାହ ଅଚଳ ହୋଇ ପଡ଼ିରହିଛି ।
୨୦୨୨ ମସିହାରୁ ଲିପ୍ଟି ଇଲେକ୍ଟ୍ରି ଟ୍ରାନ୍ସଫର୍ମର ଫିଉଜ୍ ଉଡ଼ି ଯାଇଥିବା ରୁ ବାରମ୍ବାର ମରାମତି ପାଇଁ ଦାବି କରିଛନ୍ତି ଚାଷୀ ରାମେଶ୍ବର ପ୍ରଧାନ,ଶିବରାମ ପ୍ରଧାନ,କେଶବ ପ୍ରଧାନ କିନ୍ତୁ ପ୍ରଶାସନ ଅବହେଳା ଯୋଗୁଁ ଚାଷି ମୁଣ୍ଡବ୍ୟଥା। ଯାହା ଫଳରେ ବିଲରେ ଚାଷ କରିଥିବା ଚାଷ ଜମିରେ ଲଗାଇଥିବା ପନିପରିବା ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ କିଭଳି ଉଠାଜଳସେଚନ ମାଧ୍ୟମରେ ଜଳ ପାଇ ପାରିବେ ସେଥି ପ୍ରତି ଦୃଷ୍ଟି ଦେବା ପାଇଁ ଚାଷୀ ଦାବି କରିଛନ୍ତି, ତେଣୁ ତୁରନ୍ତ ବିଦ୍ୟୁତ୍ ଟ୍ରାସ୍ପର ମରାମତି କରିବା ପାଇଁ ଦାବି କରିଛନ୍ତି