ଦେଶ ବିଦେଶ ରାଜନୀତି

ଦିଲ୍ଲୀ ଏମସିଡି ନିର୍ବାଚନରେ ଆପର ଐତିହାସିକ ବିଜୟ । ୧୫ବର୍ଷ ପରେ ବହୁମତ ସହ ଦିଲ୍ଲୀ ନଗର ନିଗମକୁ ଦଖଲ କଲା ଦଳ

ବ୍ୟୁରୋ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆମ ଆଦମୀ ପାର୍ଟିର ଜବରଦସ୍ତ ବିଜୟ । ଏମସିଡି ଲଢେଇରେ ବାଜି ମାରିଛି ଆମ ଆଦମୀ ପାର୍ଟି ଓ ପଛରେ ପଡିଛି ବିଜେପି । ୧୫ବର୍ଷ ଧରି ଏମସିଡିରେ ଦବଦବା ବଜାୟ ରଖିଥିବା ବିଜେପି ହାତରୁ ଏଥର ଖସିଛି କ୍ଷମତା ।

ନିର୍ବାଚନ ପୂର୍ବରୁ ଯେଉଁ ସବୁ ଚର୍ଚ୍ଚା, ଆଲୋଚନା, ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା ସେସବୁକୁ ପଛରେ ପକାଇ ଦିଲ୍ଲୀ ନଗର ନିଗମକୁ ହାତେଇଛି ଆପ୍ । ବିପୁଳ ବିଜୟ ପରେ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ କହିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ମଧ୍ୟ ଆର୍ଶୀବାଦ ଓ କେନ୍ଦ୍ରଠୁ ସହଯୋଗ କାମନା କରିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର