ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଦହି ସହିତ ଖାଆନ୍ତୁ ନାହିଁ ଏହି ଜିନିଷ, କମିଯାଏ ଇମ୍ୟୁନିଟି

ନୂଆଦିଲ୍ଲୀ ୨୩/୦୪: ଗ୍ରୀଷ୍ମ ଋତୁରେ ଖାଦ୍ୟ ସହିତ ଦହି ଖାଇବା କେବଳ ଖାଦ୍ୟ ଶୀଘ୍ର ହଜମ କରେ ନାହିଁ, ବରଂ ଏହା ଶରୀରର ଉତ୍ତାପକୁ ମଧ୍ୟ ଥଣ୍ଡା କରିଥାଏ । ଦୈନିକ ଦହି ଖାଇବା ଦ୍ୱାରା ଶରୀରର ଡିଟକ୍ସ ମଧ୍ୟ ହୋଇଥାଏ, କିନ୍ତୁ କିଛି ଜିନିଷ ଅଛି ଯାହା ଦହି ସହିତ ଖାଇବା ଉଚିତ୍ ନୁହେଁ । ଦହି ସହିତ ଏହି ଜିନିଷ ଖାଇବା ଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି ହୁଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ।

ଆମ୍ବ ଏବଂ ଦହି :

ଆମ୍ବ ଏବଂ ଦହିକୁ ଭୁଲରେ ମଧ୍ୟ ଏକା ସାଥିରେ ଖାଆନ୍ତୁ ନାହିଁ । ଏହା ଶରୀରରେ ବିଷାକ୍ତ ହୋଇଯାଏ କାରଣ ଏହାର ପ୍ରଭାବ ପରସ୍ପର ଠାରୁ ସମ୍ପୁର୍ଣ୍ଣ ଭିନ୍ନ ।

ବିରି ଡାଲି :

ଦହି ସହିତ ବିରି ଡାଲି ଖାଇବା ଉଚିତ୍ ନୁହେଁ । ଉଭୟ ପେଟ ମଧ୍ୟକୁ ଯାଇ ଅନେକ କ୍ଷତି ପହଞ୍ଚାଇଥାଏ ।

ମାଛ ଏବଂ ଦହି :

ମାଛକୁ ମଧ୍ୟ ଦହି ସହିତ ଖାଇବା ଉଚିତ୍ ନୁହେଁ । ଏହାଦ୍ୱାରା ଶରୀରରେ ଖରାପ ପ୍ରଭାବ ପଡିଥାଏ । ଅନେକ ପ୍ରକାର ରୋଗ ହୋଇଥାଏ ।

ତେଲ ଜାତୀୟ ଖାଦ୍ୟ :

ପ୍ରାୟତଃ ଘରେ ପରଟା ସହିତ ଦହି ଖାଇଥାନ୍ତି, କିନ୍ତୁ ଏହା କରିବା ଦ୍ୱାରା ହଜମ ପ୍ରକ୍ରିୟାରେ ପ୍ରଭାବ ପଡିଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ