କଳା ଓ ସଂସ୍କୃତି ରାଜ୍ୟ

ଡାକ ଲଫାପା “ସିଂହଦ୍ଵାର ତାଳଚେର” ଉନ୍ମୋଚିତ, କଳା ସଂସ୍କୃତି ଓ ଐତିହ୍ୟ ପ୍ରଚାର ପ୍ରସାର ଲାଗି ପ୍ରୟାସ

ଅନୁଗୁଳ ୩୧/୦୩: କଳା ଏତିହ୍ୟ ରାଜ୍ୟ ଆମ ଓଡ଼ିଶା । ଏହି କ୍ରମରେ ବହୁ ପୁରାତନ ତାଳଚେର ରାଜପ୍ରସାଦର ସିଂହ ଦ୍ୱାରର ସ୍ଵତନ୍ତ୍ର ସ୍ଥାନ ରହିଛି । ଏହା କଳା କାରିଗରୀ ଦେଖିବା ପାଇଁ ରାଜ୍ୟ କାହିଁକି ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ପ୍ରତିବର୍ଷ ଆସିଥାନ୍ତି । ଏଠାରେ ସେଲ୍ଫି ଆଉ ସିଂହଦ୍ଵାର ଆଗରେ ପ୍ରାକୃତିକ ପରିବେଶ ମଧ୍ୟରେ ବହି ଯାଉଥିବା ବ୍ରାହ୍ମଣୀ ନଦୀର ଦୃଶ୍ୟ ଦେଖି ଆତ୍ମ ସନ୍ତୋଷ ଲାଭ କରନ୍ତି ।

ଏତିକିବେଳେ ଭାରତୀୟ ଡାକ ବିଭାଗ ଏକ ସ୍ଵତନ୍ତ୍ର ଡାକ ଲଫାପା “ସିଂହଦ୍ଵାର ତାଳଚେର” ଉନ୍ମୋଚନ ହୋଇଛି। ଏହା ଦ୍ବାରା ତାଳଚେର ର ଐତିହ୍ୟ,କଳା ଏବଂ ସଂସ୍କୃତି କୁ ବଜାଇ ରଖିବା ସହ ପ୍ରଚାର ପ୍ରସାର ହୋଇ ପାରିବ ବୋଲି ଆଶା ରଖିଛନ୍ତି । ତାଳଚେର କିଶୋରକ୍ଳବ ପରିସରରେ ଉନ୍ମୋଚନ ସମାରୋହରେ ଅନଗୁଳ ଜିଲ୍ଲାପାଳ ଏବଂ ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବିରବର ହରିଚନ୍ଦନ ଉପସ୍ଥିତ ରହିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,