କଳା ଓ ସଂସ୍କୃତି ରାଜ୍ୟ

ଠାକୁର ଘର କାନ୍ଥରୁ ବାହାରିଲା ତମ୍ବା ନାଗ, ଦେଖିବାକୁ ଭିଡ

ତେଲକୋଇ, ୨୧/୧୧: ଠାକୁର ଘର କାନ୍ଥରୁ ବାହାରିଲା ତମ୍ବା ନାଗ ।ତମ୍ବା ନାଗ ଚାରିପଟେ ଝୁଣାର ଆସ୍ତରଣ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦେଉଳଡିହା ପଞ୍ଚାୟତ ନୁଆଗଡ ଗାଁରେ ।

କାନ୍ଥରୁ ତମ୍ବାନାଗ ବାହାରିବା ଘଟଣା ପରେ ଲୋକଙ୍କ ସୁଅ ଛୁଟିଛି । ନୁଆଗଡ ଗାଁର ଆର୍ତ୍ତ ବିନ୍ଧାଣିଙ୍କ ଘରକୁ ଏହି ସାପ ବାହାରିଛି । ତାଙ୍କ ଘର କାନ୍ଥରୁ ତମ୍ବାନାଗ ବାହାରିବା ନେଇ ପ୍ରଥମେ ସ୍ତ୍ରୀ ଆରତୀ ବିନ୍ଧାଣି ଦେଖିଥିଲେ ।ପରେ ଗାଁ ଲୋକଙ୍କୁ ଡାକି ଏ ଘଟଣା ଦେଖାଇଥିଲେ ।ଗାଁ ଲୋକ ଦେଖିବା ପରେ ଠାକୁର ବାହାରି ଛନ୍ତି କହି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ।ଏବେ ଆର୍ତ୍ତଙ୍କ ଘରେ ଲୋକଙ୍କ ଭିଡ ଲାଗିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,