ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ: ଚନ୍ଦକାର ବାଟବଣା ଦନ୍ତା ହାତୀ ଶେଷରେ ଆୟତ୍ତକୁ ଆସିଛି। ଘଉଡ଼ାଇବା ପାଇଁ ନାକେଦମ ହୋଇଥିବା ବନବିଭାଗ ଟ୍ରାଙ୍କୁଲାଇଜ୍ କରି ତାକୁ କାବୁ କରିଛି। କାବୁ ପରେ ଏକ ଟ୍ରକ୍ରେ ଶିକୁଳିରେ ବନ୍ଧା ଅବସ୍ଥାରେ ଦନ୍ତାକୁ ପୁରୀରୁ ଚନ୍ଦକା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ମାଳତୀପାଟପୁର ମେରାଇନ୍ ଡ୍ରାଇଭ୍ ବାଇପାସ ରାସ୍ତା ଦେଇ ହାତୀକୁ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଭୁବନେଶ୍ବର ଚନ୍ଦକା ନିଆଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
ଟ୍ରାଙ୍କୁଲାଇଜ୍ ପରେ ଦନ୍ତା କାବୁ