ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଟିକା ଅଭାବକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ: ଓଡ଼ିଶାକୁ ଆସିଛି ୪୫ ଲକ୍ଷ ଟିକା

ଭୁବନେଶ୍ୱର ୧୪/୪: ରାଜ୍ୟରେ ଦେଖାଦେଇଥିବା ଟିକା ଅଭାବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଏହାକୁ ଖଣ୍ଡନ କରିବା ସହ କହିଛନ୍ତି ଭାରତ ବର୍ଷରେ ୧୧-୧୨ କୋଟି ଟିକା ଭିତରୁ ୪୫ ଲଖ ଟିକା ଓଡିଶାକୁ ଆସିଛି । ତେବେ ଏଠି ଏସବୁ ବିବାଦ ଆରମ୍ଭ କରାଯାଉଛି ।

ରାଜ୍ୟରେ ଟିକାର ଅଭାବ ନାହିଁ । ମୋ ମତ ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଏକଥା ଭାବୁ ନାହାଁନ୍ତି । ନିଜର ବାହାପିଆପଣ ଦେଖାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ଏଭଳି କହିଛନ୍ତି ଯେ ରାଜ୍ୟରେ ଟିକା ନାହିଁ । ଏଠିକା ହେଲଥ୍ ସେକ୍ରେଟେରୀ ରାହୁଲ ଗାନ୍ଧିଙ୍କ ଭାଷା କହୁଛନ୍ତି । ମୁଁ ତାଙ୍କୁ ଶୁଭେଚ୍ଛା ଦେଉଛି । ମୋର ଅନୁରୋଧ ସମାଜରେ ଏଭଳି କ୍ରାଇସେସ୍ ତିଆରି ନକରିବା ଦରକାର । ଖୁବଶୀଘ୍ର ଆଉ ୨, ୩ ଟି ଟିକାକୁ ସରକାର ଅନୁମତି ଦେବାକୁ ଯାଉଛନ୍ତି । ଏହା ଦ୍ୱାରା ଟିକା ଅଧିକ ମାତ୍ରାରେ ଉପଲବ୍ଧ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ