ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ଟିକାକରଣକୁ ବଲିଉଡ୍‌ର ସ୍ବାଗତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା କରୋନା ଟିକାକରଣ ଆରମ୍ଭ ହେବା ପରେ ବଲିଉଡ୍ ଏହାକୁ ସ୍ବାଗତ ଜଣାଇଛି। କଙ୍ଗନା ରଣାଵତ୍, ପରେଶ ରାଵଲ୍, ନିମରତ୍ କୌର୍‌ଙ୍କ ଭଳି କଳାକାରମାନେ ଟ୍ବିଟ୍ କରି ସାମାଜିକ ଗଣମାଧ୍ୟମରେ ସ୍ବାଗତ ଜଣାଇଛନ୍ତି। କଙ୍ଗନା ଲେଖିଛନ୍ତି, ଟିକା ନେବା ପାଇଁ ସେ ବ୍ୟଗ୍ର। ସେହିଭଳି ପରେଶ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ଲମ୍ବା ସମୟର ଅପେକ୍ଷା ବୋଲି ଉଲ୍ଲେଖ କରିଛନ୍ତି। ଅଭିନେତ୍ରୀ ନିମରତ୍ ଶୁଭକାମନା ଜଣାଇବା ସହିତ ଦୀର୍ଘ ଦିନର ପ୍ରତୀକ୍ଷାର ଫଳ ମିଳିଛି ବୋଲି ଲେଖିଛନ୍ତି। ଏମାନଙ୍କ ବ୍ୟତୀତ ଇସା ଦେଵଲ, ଗୁରୁମିତ୍ ଚୌଧୁରୀ, କୁନାଲ୍ କପୁରଙ୍କ ଭଳି କଳାକାରମାନେ ମଧ୍ୟ ସରକାର ସମେତ ଚିକିତ୍ସା ବିଜ୍ଞାନକୁ ପ୍ରଶଂସା କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ