ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଟାଇଗର୍‌ଙ୍କ ସାର୍ଟଲେସ୍ ଫଟୋ ଦେଖି ଦିଶା ଦି​ଵାନୀ

ବଲିଉଡ୍‌ର ଆକ୍ସନ ଷ୍ଟାର୍ ଟାଇଗର୍‌ ଶ୍ରଫ୍‌ଙ୍କ ସାର୍ଟଲେସ୍ ଫଟୋ ଦେଖି ଅଭିନେତ୍ରୀ ଦିଶା ପଟ୍ଟାନି ଦିୱାନୀ ହୋଇଯାଇଛନ୍ତି। ଅଭିନୟ ଜୀବନରୁ ନିଜ ପାଇଁ କିଛି ସମୟ ବାହାର କରି ସମୁଦ୍ରକୂଳରେ ଛୁଟି ମନାଉଥିବା ଟାଇଗର୍‌ଙ୍କ ଖୋଲା ଦେହ ସାଙ୍ଗକୁ ୬ ପ୍ୟାକ୍ ଚେହେରାକୁ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି। କିଛି ଯୁବତୀ ଟାଇଗର୍‌ଙ୍କ ଫଟୋକୁ ସାମାଜିକ ଗଣମାଧ୍ୟମରେ ସେୟାର୍ କରିବା ସହିତ ତାଙ୍କୁ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳିଛି। ତେବେ ଟାଇଗର୍‌ଙ୍କ ଆଗାମୀ ଦୁଇ ବର୍ଷର ଚଳଚ୍ଚିତ୍ର ଦେଖିଲେ ସେ ‘ହିରୋପନ୍ତି-୨’, ‘ବାଗୀ-୪’, ‘ରାମ୍ବୋ’ ଓ ‘ଗଣପତ୍’ ପାଇଁ ଅଭିନୟରେ ବ୍ୟସ୍ତ ରହିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ