ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଝାଡ଼ଖଣ୍ଡରେ ଦ୍ଵିତୀୟ ଭାଷା ରୂପେ ଓଡ଼ିଆ ବାଦ ପଡ଼ିବା ପ୍ରସଙ୍ଗ: ଚିଠି ଲେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଝାଡ଼ଖଣ୍ଡରେ ଦ୍ଵିତୀୟ ଭାଷା ରୂପେ ଓଡ଼ିଆ ଭାଷା ବାଦ ପଡ଼ିବା ପ୍ରସଙ୍ଗରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏନେଇ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, ଝାଡ଼ଖଣ୍ଡରେ ଦ୍ଵିତୀୟ ଭାଷା ରୂପେ ଓଡ଼ିଆ ଭାଷା ବାଦ ପଡ଼ିବା ଦ୍ଵନ୍ଦ୍ୱ ସୃଷ୍ଟି କରିଛି। ସେମିତି ହୋଇ ନାହିଁ।ଶିକ୍ଷକମାନଙ୍କ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ହେଉଥିବା ତାଲିମ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାକୁ ବାଦ ଦିଆଯାଇଥିଲା,ଏହାକୁ ଟ୍ରେନିଂରେ ଅନ୍ତର୍ଭୁକ୍ତ କରିବାକୁ ଚିଠି କରିଛି।

ସେପ୍ଟେମ୍ବର ୨୦ ତାରିଖରେ ଝାଡ଼ଖଣ୍ଡ ସରକାର କରିଥିବା ନୋଟିଫିକେସନ ଅନୁସାରେ ପାଠ୍ୟକ୍ରମର ବାଦ୍ ପଡ଼ିନି। ଓଡ଼ିଆ କେବଳ ପ୍ରାଥମିକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମରେ ସପ୍ତମ ପେପରରେ ଅନ୍ୟ ଆଞ୍ଚଳିକ ଭାଷା ଥିବା ବେଳେ ଓଡ଼ିଆ ବାଦ୍ ପଡ଼ିଛି। ଏହା ସହ ବିଭିନ୍ନ ରାଜ୍ୟରେ ଉତ୍କଳ ସମ୍ମିଳନୀ ଜରିଆରେ ୧୬୦ ଜଣ ଓଡ଼ିଶା ଶିକ୍ଷକ ଦିଆଯାଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି