ଜୟ ଜଗନ୍ନାଥ କ୍ଳବ ଶୁଣ୍ଢିଗାଁ ଫୁଟବଲ୍ ପ୍ରତିଯୋଗିତା,
ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ ଚକାଡୋଳା ଖେଳ ପଡିଆ ଠାରେ 12 ତମ ଜୟ ଜଗନ୍ନାଥ କ୍ଳବ ଶୁଣ୍ଢିଗାଁ ଗ୍ରାମାଞ୍ଚଳ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ଉଦ୍ ଜାପାନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଯୋଗଦେଇ ଥିଲାବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଫୁଲବାଣୀ ପୂର୍ବତନ ବିଧାୟକ ଦୁଗୁନି କହଁର, ନେହେରୁ ଯୁବ କେନ୍ଦ୍ର ଶୁଭଦ୍ରା କହଁର, ଲକ୍ଷ୍ମୀକାନ୍ତ ପ୍ରଧାନ,ଜୟ ଜଗନ୍ନାଥ କଳା ପରିଷଦ ର ସଭାପତି ଏସିଆ କହଁର, ଭୃଙ୍ଗିଯୋଡି ପଞ୍ଚାୟତ ପୂବତନ ସରପଞ୍ଚ ବିଶାମ୍ବର କହଁର, ବ୍ଲକ ମାଇନର ସଭାପତି ଯହନ ଦିଗାଲ, ବିଶ୍ଵ ବାଣୀ ପ୍ରତିନିଧି ମନୋଜ କୁମାର ସାହୁ, ଆଦର୍ଶ ଶିକ୍ଷକ ଶୁଶିଳ କହଁର, ଯାଦବ କହଁର, ଭୃଙ୍ଗିଯୋଡି ଗ୍ରାମ ବିଜେଡ଼ି ସଭାପତି ଟ୍ରେସା ମଲ୍ଲିକ,ଭୃଙ୍ଗିଯୋଡି ପଞ୍ଚାୟତ ଯୋଗାଣ ସହାୟକ ଧନରଥ ବଗର୍ତ୍ତୀ,ସମାଜ ସେବୀ ପ୍ରଶ୍ନ କହଁର,କୈଳାଶ କହଁର,ଦୁଶୁମନ୍ତ କହଁର, ଗଙ୍ଗାଧର କହଁର, ଯୋଗଦେଇ ଥିଲେ ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ 7 ଦିନ ଧରି ଖେଳ ହୋଇଥିଲା ଖେଳରେ 16 ଗୋଟି ଟିମ୍ ଭାଗ ନେଇଥିଲେ ଉଦ୍ ଜାପିତ ଖେଳରେ ପୁରୁଣାସାଇ ସହିତ କାଇଲାମ୍ବା ମଧ୍ୟରେ ସଂଘର୍ଷ ମୟ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ପରିଚାଳନା କରି ଥିଲେ ମୁଖ୍ୟ ରେଫରୀ ସୁଜିତ୍ କୁମାର ରାଜହଂସ,ଜଗନ ମୁଖି, ଏହି ଖେଳକୁ ଆୟୋଜନ କରିଥିଲେ ଜୟ ଜଗନ୍ନାଥ କ୍ଳବ ଶୁଣ୍ଢିଗାଁ ତରଫରୁ ଅନୁଷ୍ଠିତ ଖେଳ ରେ କାଇଲାମ୍ବା ପେନାଲଟି ଗୋଲରେ ବିଜୟୀ ଲାଭ କରିଥିଲେ ଏହି ଖେଳରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କ ଦ୍ଵାରା ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା