ଦେଶ ବିଦେଶ ମନୋରଞ୍ଜନ

ଜ୍ୟୋତି ପ୍ରଡକ୍ସନର ଚତୁର୍ଥ ଅବଦାନ ‘ଭୋକ’ର ଶୁଭ ମହୁରତ

ଭୁବନେଶ୍ଵର ୨୦।୦୨: ସ୍ଥାନୀୟ ଭଞ୍ଜକଳା ମଣ୍ଡପ ସଭାଗୃହରେ ଶନିବାର ଜ୍ୟୋତି ପ୍ରଡକ୍ସନର ନୂଆ ଓଡିଆ ଚଳଚ୍ଚିତ୍ର ‘ଭୋକ’ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସଂସ୍କୃତି ସଚିବ ରଞ୍ଜନ କୁମାର ଦାସ ଯୋଗ ଦେଇ ଫିଲ୍ମର ଶୁଭ ମହୁରତ କରିଛନ୍ତି।

ଜ୍ୟୋତି ପ୍ରଡକ୍ସନର ଚତୁର୍ଥ ଅବଦାନ ଭୋକର ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ମହାନ୍ତି। ଫିଲ୍ମର ନିର୍ମାତା ଭାର ସମ୍ଭାଳିଛନ୍ତି ସବ୍ୟସାଚୀ ମହାପାତ୍ର। ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ବିକାଶ ଦାସ ଏବଂ କ୍ରିଏଟିଭ୍ ମୁଖ୍ୟ ହେଉଛନ୍ତି ପ୍ରଣୟ ଜେଠୀ। ଖୁବ୍ ଶୀଘ୍ର ଫିଲ୍ମଟି ଫ୍ଲୋରକୁ ଯିବ ବୋଲି ଜଣା ପଡିଛି। ଫିଲ୍ମରେ ପ୍ରମୁଖ ଭୂମିକାରେ ଅଛନ୍ତି ଅଙ୍କିତ, କାବ୍ୟା, କୁଇନ୍, କୁନା ତ୍ରିପାଠୀ ଓ ରବି ମିଶ୍ର।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ