ରାଜ୍ୟ ରାଶିଫଳ

ଜୁଲାଇ ୨୩ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ:~କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୋଇ ଆଜିର କାମଗୁଡିକ ସମ୍ପନ୍ନ କରିପାରିବେ।ବିପଦରୁ ଉଧୁରି ଯାଇପାରନ୍ତି। ପ୍ରତାରିତ ହେବା ଆଶା କରାଯାଏ। ବାଦ-ବିବାଦରେ ଅନୁତପ୍ତ ହୋଇପାରନ୍ତି। ମଧୁର ଭାଷାରେ ବିରୋଧୀଙ୍କୁ ଆୟ କରିପାରନ୍ତି।

ଶୁଭ ରଙ୍ଗ:~ ବ୍ରାଉନ୍‌, ଶୁଭ ଅଙ୍କ:~୩

ଚାଷୀ-ଉତ୍ତମ ବିହନ,କୃଷି ବିଭାଗରୁ ଆଣନ୍ତୁ

ରୋଗୀ-ଆଜି କିଛି ଦିନ ସତର୍କ ରୁହନ୍ତୁ

ଛାତ୍ରଛାତ୍ରୀ-ବିଜ୍ଞ ହେବେ

କର୍ମଜୀବି- ପ୍ରଶଂସିତ ହେବେ

ବ୍ୟବସାୟୀ- ଅର୍ଥ ଲାଭ ହେବ

ଗୃହିଣୀ- ସୁଖ ଅନୁଭବ କରିବେ

ବୃଷ:~ଲାଗି ରହିଥିବା ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବ। କାର୍ଯ୍ୟଧାରାରେ ପରିବର୍ତ୍ତନ ଘଟାଇ ସଫଳତା ଲାଭ କରିବେ। ବିଭିନ୍ନ ସୂତ୍ରରୁ ଏପରିକ ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହେବେ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୮

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ

କର୍ମଜୀବି- ସହଯୋଗ ମିଳିବ

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି

ରୋଗୀ-ସାମାନ୍ୟ ସୁସ୍ଥ ଅନୁଭବ କରିବେ

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ

ମିଥୁନ:~ ପଡୋଶୀମାନେ ନିଜର ସ୍ୱାର୍ଥ ହାସଲ ପରିପ୍ରେକ୍ଷୀରେ ଅଯଥା ମିଥ୍ୟାରୋପ କରି କଳହ କରିପାରନ୍ତି। ଆଳସ୍ୟ ପରିତ୍ୟାଗ କରି କାର୍ଯ୍ୟ ହାସଲ ପାଇଁ ଲାଗି ପଡିବେ। ସୁଖୀ ହେବେ। ବହୁ ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୧

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର

ବ୍ୟବହାର କରନ୍ତୁ

ରୋଗୀ- ସ୍ୱାସ୍ଥ୍ୟ ଅତୁଟ ରହିବ

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ

କର୍କଟ:~କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବାରୁ ଦୁଶ୍ଚିନ୍ତା ବଢି ଯାଇପାରେ। ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବେ। ଦାମ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭ୍ରମଣ ଯୋଗ ଅଛି। ସୌଜନ୍ୟ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି ଘଟିବ।

ଶୁଭ ରଙ୍ଗ:~ସବୁଜ, ଶୁଭ ଅଙ୍କ:~ ୪

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ

କର୍ମଜୀବି- ସ୍ୱକାର୍ଯ୍ୟ କରିବେ

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ

ରୋଗୀ- ବ୍ୟାୟାମ୍ କରିବା ଉଚିତ୍

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ

ନିଅନ୍ତୁ

ସିଂହ:~କାମଗୁଡିକ ସବୁ ଠିକ୍ ହୋଇଯିବ କିନ୍ତୁ ତରବରିଆ ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ। ଜଞ୍ଜାଳ ଦୂରୀଭୂତ ହେବ। ଶୋକାତୁର ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୨

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ

କର୍ମଜୀବି- ସମ୍ମାନିତ ହେବେ

ବ୍ୟବସାୟୀ- ଅର୍ଥ ହାନୀ ହେବ

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ

କନ୍ୟା:~ ବନ୍ଧୁ ଆଦର, ଗୌରବରେ ଅତୀତ ଦୁଃଖକୁ ପାସୋରି ଦେଇପାରନ୍ତି। ଅପେକ୍ଷା ନ କରି ତୁରନ୍ତ କର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଲକ୍ଷ୍ୟ ହାସଲ କରିବେ। ପ୍ରୀତି ଲାଭ ହେବ। ପାରିବାରିକ ସୁଖ ଅବ୍ୟାହତ ରହିବ। ବନ୍ଧୁ ସହାୟତା ମିଳିବ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୭

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ

କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ

ରୋଗୀ- ବ୍ୟାୟାମ୍ କରିବା ଉଚିତ୍

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ

ତୁଳା:~ ମାଙ୍ଗଳିକ କାର୍ଯ୍ୟ, ଆନୁଷ୍ଠାନିକ କିମ୍ବା ଧର୍ମ କାର୍ଯ୍ୟ, ସତ୍ ସଙ୍ଗରେ ଯୋଗ ଦେଲେ ପ୍ରଶଂସିତ ହେବେ। ଆତ୍ମୀୟଙ୍କ ପାଇଁ ସମସ୍ୟା ଉପୁଜିବ। ଦୁଃସାହସିକ ପଦକ୍ଷେପ ନେଇ କଷ୍ଟ ଦାୟକ କାର୍ଯ୍ୟକୁ ସହଜରେ ହାସଲ କରିପାରନ୍ତି। ମନରେ ସରସତା ଆସିବ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୩

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ

ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ଛାତ୍ରଛାତ୍ରୀ- ବିଜ୍ଞ ହେବେ

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ

ଗୃହିଣୀ- ଦିନଟି ସୁଖଭରା ହେବ

ବିଛା:~କୌଣସି ଯୁବକ ବ୍ୟକ୍ତି ଠାରୁ ଯଥେଷ୍ଟ ସହାୟତା ପାଇବେ। ସତର୍କ ରହିଲେ କ୍ଷତିରୁ ଉଧୁରି ଯିବେ। ଚଞ୍ଚଳ ଚେଷ୍ଟିତ ହେବେ। ହଠାତ୍ କିଛି ଧନ ମିଳି ଯାଇପାରେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଦେବ ଦର୍ଶନ କରି ସନ୍ତୋଷ ପାଇବେ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୯

ବ୍ୟବସାୟୀ- ବିଜୟୀ ହେବେ

କର୍ମଜୀବି- ପ୍ରମୋସନ୍ ମିଳିବ

ଛାତ୍ରଛାତ୍ରୀ- ସ୍ମରଣ ଶକ୍ତି ପାଇଁ ବୁଧକାରକ ଚେର ବ୍ୟବହାର କରନ୍ତୁ

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ

ଧନୁ:~ ଆପଣଙ୍କର କୌଣସି କାମ ଅଟକିବ ନାହିଁ କିମ୍ବା ଯିଏ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି କରି ପାରିବେ ନାହିଁ। କ୍ରୋଧ ସମ୍ବରଣ କଲେ ପାରିବାରିକ ଶାନ୍ତି ମିଳିବ। ଘାତଚନ୍ଦ୍ର ଣୋଗ ହେତୁ ସତର୍କରେ ଚଳିବାକୁ ପଡିବ। କୃଷିରୁ ଲାଭବାନ୍ ହେବେ। ଯାନବାହନ ସୁଖ ମିଳିବ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୨

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ

ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍‌ ଖାଆନ୍ତୁ

ଛାତ୍ରଛାତ୍ରୀ- ସାଠରେ ମନ ଦେବେ

କର୍ମଜୀବି- ସମ୍ମାନିତ ହେବେ

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ

ମକର:~ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା କାରଣରୁ ସାମୟିକ ଖୁସି ରହିବେ। ଆୟ ଉତ୍ତମ ହେବ। ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପ୍ରତି ଯୋଗିତା ବିଜୟୀ ହେବେ। ବିବାଦରେ ବିଜୟୀ ହେବେ।

ଶୁଭ ରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୫

ଗୃହିଣୀ- ସୁଖୀ ହେବେ

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ

କୁମ୍ଭ:~ ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ। ଅଫିସ୍ କାମରେ ମଧ୍ୟାହ୍ନରେ ଟେନସନ୍‌ ବଢିପାରେ। ମନୋବଳ ଦୃଢ ହେବ। ଆଳସ୍ୟ ପରିତ୍ୟାଗ କରି କର୍ମ ଚଞ୍ଚଳ ରହିବେ ସମ୍ମାନିତ ହେବେ। ସହଜରେ ସଫଳ ରୂପାୟନ କରି ବହୁ ସମ୍ମାନର ଅଧିକାରୀ ହେବେ। ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୯

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ

ଛାତ୍ରଛାତ୍ରୀ- ସାଠରେ ମନ ଦେବେ

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ

ଗୃହିଣୀ- ସୁଖୀ ହେବେ

ମୀନ:~ ବନ୍ଧୁ ମାନଙ୍କ ସହଯୋଗ କ୍ରମେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ। ବୃଥାରେ କ୍ଷତି ସହି ପାରନ୍ତି। କ୍ଷତି ଭରଣା କତି ଅକ୍ଳେଶରେ ଧନବାନ ହେବେ। ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ ହେବେ। କର୍ତ୍ତବ୍ୟନିଷ୍ଠ ହେବେ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୩

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ

ବ୍ୟବସାୟୀ- ସ୍ୱାଭିମାନୀ ହେବେ

କର୍ମଜୀବି- ସ୍ୱକାର୍ଯ୍ୟ କରିବେ

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।