ଦେଶ ବିଦେଶ ମନୋରଞ୍ଜନ

ଜୁଲାଇ ୧୬ରେ ‘କେଜିଏଫ୍ ୨’

ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍‌’ର ଦ୍ବିତୀୟ ଭାଗ ଜୁଲାଇ ୧୬ରେ ବଡ଼ ପରଦାକୁ ଆସିବ। ଏନେଇ ଆଜି ବି-ଟାଉନ୍‌ର ଅଭିନେତା ସଂଜୟ ଦତ୍ତ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଏ ବିଷୟରେ ଆଜି ସୂଚନା ଦେବା ପୂର୍ବରୁ ଦିନ ପ୍ରାୟ ୧୦ଟା ବେଳେ ପ୍ରଶଂସକଙ୍କୁ ଟ୍ବିଟ୍ କରି କହିଥିଲେ ଯେ ତାଙ୍କ ପୂର୍ବ ପ୍ରତିଶ୍ରୁତି ମୁତାବକ ସେ ଆଜି ସନ୍ଧ୍ୟା ୬ଟା ୩୨ ମିନିଟ୍‌ରେ କେଜିଏଫ୍‌ ୨ର ମୁକ୍ତିଲାଭ ତାରିଖ ଘୋଷଣା କରିବେ। ଆଉ ଆଜି ସନ୍ଧ୍ୟାରେ ସେ କେଜିଏଫ-୨ର ଏକ ପୋଷ୍ଟର୍‌ରେ ଉଲ୍ଲେଖ କରିଛନ୍ତି ଯେ ଆସନ୍ତା ଜୁଲାଇ ୧୬ରେ ସାରା ବିଶ୍ବରେ କେଜିଏଫ୍ ୨ ରିଲିଜ୍ ହେବ। ତେବେ ରିଲିଜ୍ ତାରିଖ ଘୋଷଣା ହେବା ପରେ ତାଙ୍କ ପ୍ରଶଂସକମାନେ ଖୁସି ବ୍ୟକ୍ତି କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ