ଦେଶ ବିଦେଶ ମନୋରଞ୍ଜନ

ଜୀବନରେ ବହୁତ ଭୁଲ୍‌ ନିଷ୍ପତ୍ତି ନେଇଛି

ପୂର୍ବତନ ମିସ୍‌ ଇଣ୍ଡିଆ ତଥା ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱଲା ନିଜ ବୃତ୍ତିଗତ ଜୀବନରେ ବହୁତଗୁଡ଼ିଏ ଭୁଲ୍‌ ନିଷ୍ପତ୍ତି ନେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଜୁହି ଏପରି କହିଛନ୍ତି।

ସେ କହିଛନ୍ତି, ବଲିଉଡ୍‌ରେ ଯେତେବେଳେ ମୁଁ ସଫଳତାର ଶୀର୍ଷରେ ଥିଲି, ସେତେବେଳେ ଅନେକଗୁଡ଼ିକ ଭୁଲ୍‌ ନିଷ୍ପତ୍ତି ନେଇଛି। ‘ଦିଲ୍‌ ତୋ ପାଗଲ୍‌ ହୈ’ ଓ ‘ରାଜା ହିନ୍ଦୁସ୍ତାନୀ’ ଭଳି ଚଳଚ୍ଚିତ୍ରକୁ ମୁଁ ‌ସେତେବେଳେ ମନା କରିଦେଇଥିଲି। ମୋର ସେ ପିଲାଳିଆମି ପାଇଁ ଆଜି ମୁଁ ଦୁଃଖିତ। ଏତେ ବଡ଼ ବଡ଼ ସୁପରହିଟ୍‌ ଚଳଚ୍ଚିତ୍ରକୁ ମନ‌ା କରିବା ବୋକାମି ନୁହେଁ ତ’ ଆଉ କ’ଣ? ସେ ଭୁଲ୍‌ ପାଇଁ ଆଜି ବି ମୁଁ ପଶ୍ଚାତାପ କରୁଛି ବୋଲି ସେ କହିଛନ୍ତି। କିନ୍ତୁ ସେତେବେଳେ ମୋତେ ଉପଦେଶ ଦେବାକୁ କେହି ନଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ