ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ଭବିଷ୍ୟତ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। କୌଣସି ବିଶେଷ କାମରେ ମାଆଙ୍କ ସହଯୋଗ ପାଇବେ। ଛାତ୍ରମାନେ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ।

ବୃଷ: କୌଣସି ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ବନ୍ଧୁମାନଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ରାଜନୀତିରେ ଆର୍ଥିକ ଲାଭ ହେବ।

ମିଥୁନ: ନିଜର ଭାଗ୍ୟ ବଦଳାଇବା ପାଇଁ ଭଲ ସୁଯୋଗ ପାଇବେ। ଅଧିକାରୀଙ୍କ ଠାରୁ ଭଲ ବ୍ୟବହାର ପାଇବେ। ଜୀବନସାଥୀ ଆପଣଙ୍କୁ ଆର୍ଥିକ ସାହାଯ୍ୟ କରିବେ।

କର୍କଟ: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। ସକାରାତ୍ମକ ବିଚାର ସହିତ କାମ ସଂପୂର୍ଣ୍ଣ କରିବେ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

ସିଂହ: ଦୈନନ୍ଦିନ କାମ ବିନା ବାଧାରେ ସଂପୂର୍ଣ୍ଣ ହେବ। କାରବାରରେ ଆପଣଙ୍କୁ ଅଚାନକ ଲାଭ ମିଳିବ। ସାବଧାନତାର ସହ ବାହନ ଚଳାନ୍ତୁ।

କନ୍ୟା: ଅଫିସରେ କାମର ବୋଝ ଅଧିକ ହୋଇପାରେ। ସହକର୍ମୀଙ୍କ ପୂରା ସହଯୋଗ ପାଇବେ। ଆପଣଙ୍କ ବ୍ୟକ୍ତିତ୍ବରେ ଅଚାନକ ପରିବର୍ତ୍ତନ ଆସିବ।

ତୁଳା: ଆପଣଙ୍କର ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହେବ। ପୁରୁଣା ଜମିରୁ ଧନଲାଭ ହେବ। କାଠ ସାମଗ୍ରୀ କିଣିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ବିଛା: ପୂର୍ବ ଅଶାନ୍ତି ସମାପ୍ତ ହୋଇପାରେ। ଘରର କୌଣସି ନୂଆ ଦାୟିତ୍ବ ସମ୍ଭାଳିବେ। ଜୀବନସାଥୀ ଆପଣଙ୍କୁ ଉପହାର ଦେଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ଧନୁ: ଆପଣଙ୍କର କୌଣସି ବିଶେଷ ଇଚ୍ଛା ପୂରଣ ହେବ। ଘରକୁ କୁଣିଆ ଆସିବେ। କୌଣସି ପ୍ରତିଯୋଗୀ ପରୀକ୍ଷା ସମ୍ବନ୍ଧରେ ଶୁଭ ସୂଚନା ପାଇବେ।

ମକର: କୌଣସି କାମରେ ବାଧା ଉପୁଜିପାରେ। ଧୈର୍ଯ୍ୟ ଧରି ସମସ୍ୟାର ସାମନା କରନ୍ତୁ, ଲାଭ ପାଇବେ। ଅଫିସରେ ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ।

କୁମ୍ଭ: ସବୁ କାମରେ ଅଧିକ ଖଟିବାକୁ ହେବ। ଭ୍ରମଣ ସମୟରେ ବାଲ୍ୟବନ୍ଧୁ ସହିତ ଦେଖା ହେବ। ସନ୍ଧ୍ୟାରେ ଜୀବନସାଥୀ କିଛି ଭଲ ଜିନିଷ ତିଆରି କରି ଖାଇବାକୁ ଦେବେ।

ମୀନ: ନିଜକୁ ପାରଙ୍ଗମ ଅନୁଭବ କରିବେ। ବ୍ୟବସାୟରେ ନୂଆ ଗତି ଦେବାକୁ ଚେଷ୍ଟା କରିବେ। ବିବାହିତ ଧାର୍ମିକ ସ୍ଥାନକୁ ଯିବେ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଦିନଟି ଶୁଭ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ