ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ସବୁ କାମ ମନ ମୁତାବକ ସ˚ପୂର୍ଣ୍ଣ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

ବୃଷ: ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ବିଲ୍‍ଡର୍ସଙ୍କୁ ଅଚାନକ ଧନଲାଭ ହୋଇପାରେ। ଉପରିସ୍ଥ କର୍ମଚାରୀ ଆପଣଙ୍କୁ ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି।

ମିଥୁନ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଧୈର୍ଯ୍ୟ ଧରି ନିଜର କାମ କରନ୍ତୁ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

କର୍କଟ: ନିଜ ପରିଶ୍ରମର ଉତ୍ତମ ପରିଣାମ ପାଇବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ବଢ଼ିବ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ।

ସି˚ହ: ଚାକିରି ବୃତ୍ତିରେ ଅଧିକାରୀଙ୍କ ସହଯୋଗ ପାଇବେ। ବାକିଆ କାମ ପୂରା ହୋଇଯିବ। ଅଭିମାନ କରିଥିବା ପ୍ରିୟତମଙ୍କୁ ମନାଇବାରେ ସଫଳ ହେବେ।

କନ୍ୟା: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ବ୍ୟବସାୟରେ ଡିଲ୍‌ ପାଇଁ ରାଜ୍ୟ ବାହାରକୁ ଯିବେ। କୋର୍ଟ କଚେରି ମାମଲାରେ ଜିତିବେ। ପ୍ରେମ ଜୀବନ ମଧୁର ହେବ।

ତୁଳା: ବ୍ୟକ୍ତିତ୍ବର ବିକାଶ ହେବ। ଚାକିରି ସମ୍ବନ୍ଧିତ ଆଶା ପୂରଣ ହେବ। କେହି ଆପଣଙ୍କର ସାହାଯ୍ୟ ନେଇ ପାରନ୍ତି। ଛାତ୍ର ପରୀକ୍ଷାରେ ବହୁତ ଭଲ କରିବେ।

ବିଛା: କୌଣସି ଶୁଭ ସମାଚାର ପାଇବେ। ମନୋଯୋଗରେ କାମ ସମାପ୍ତ କରିବାକୁ ଚେଷ୍ଟା କରିବେ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ।

ଧନୁ: ଚାକିରିରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହେବ। ଆପଣ କୌଣସି ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି।

ମକର: ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଠିକ୍‌ ରହିବ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀ ଆପଣଙ୍କୁ ବହୁତ ଆଦର କରିବେ।

କୁମ୍ଭ: ନିଜ ଦାୟିତ୍ବକୁ ଭଲଭାବେ ତୁଲାଇବେ। ଅଭିନୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଲାଭ ମିଳିବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହୋଇପାରେ।

ମୀନ: ବରିଷ୍ଠଙ୍କ ସହଯୋଗ ପାଇବେ। ବହୁ ଦିନର ଆଶା ପୂରଣ ହେବ। ବନ୍ଧୁ ଘରକୁ ଯିବା ପାଇଁ ଯୋଜନା କରିପାରନ୍ତି। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ