ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଚାକିରିରେ ପଦୋନ୍ନତି ମିଳିପାରେ। ବନ୍ଧୁଙ୍କ ଘରକୁ ଯାଇପାରନ୍ତି। ରାଜନୀତିରେ ସଫଳତା ପାଇବେ।


ବୃଷ: ଆପଣଙ୍କର ଧୢାନ ରଚନାତ୍ମକ କାମରେ ଲାଗିରହିବ। ବେପାରୀଙ୍କ ଲାଗି ଦିନଟି ବହୁତ ଭଲ। ଓକିଲଙ୍କୁ ନୂଆ ମକଦମା ମିଳିପାରେ।

ମିଥୁନ: ଭାଗୀଦାରି କାରବାରରେ ଲାଭ ହେବ। ଅଫିସ କାମ ଅନ୍ୟ ଦିନ ତୁଳନାରେ ଉତ୍ତମ ରୂପେ ହେବ। ପ୍ରେମିକାଙ୍କ ସହିତ ଭ୍ରମଣରେ ଯିବା ପାଇଁ ଭାବିବେ।

କର୍କଟ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ।

ସି˚ହ: ନିଜର ଅର୍ଥ କୌଣସି ଶୁଭ କାର୍ଯ୍ୟରେ ଖର୍ଚ୍ଚ କରିବେ। ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶ˚ସା ମିଳିବ। ନୂଆ ଲୋକଙ୍କ ସହିତ ବ୍ୟବହାରିକ ସମ୍ବନ୍ଧ ଗଢ଼ିବେ।

କନ୍ୟା: କୌଣସି ଶୁଭ ସମାଚାର ମିଳିବା ହେତୁ ମନ ଖୁସି ରହିବ। ନିଜର କ୍ଷମତା ପ୍ରତି ନିଷ୍ଠାବାନ ରୁହନ୍ତୁ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ତୁଳା: ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବୈଦ୍ୟୁତିକ ଉପକରଣ କିଣିବେ। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଭଲ।

ବିଛା: ଅତୀତର କଥାକୁ ନେଇ ମନ ଅସ୍ଥିର ରହିପାରେ। ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ପରିବର୍ତ୍ତନ ଆଣିପାରନ୍ତି। ଛାତ୍ରଙ୍କୁ ଶୁଭ ଖବର ମିଳିବ।

ଧନୁ: ଆଜି ଆପଣ ଯଥେଷ୍ଟ ବଳଶାଳୀ ରହିବେ। ସାଥୀରେ କାମ କରୁଥିବା ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ଘର ପାଇଁ ବିଳାସ ଉପକରଣ କିଣିବେ।

ମକର: ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସପରିବାର ଭ୍ରମଣରେ ଯିବା ପାଇଁ ଭାବିବେ।

କୁମ୍ଭ: ପରିଶ୍ରମର ଫଳ ସନ୍ତୋଷଜନକ ହେବ। ନିଜର ପ୍ରତିଷ୍ଠା ବୃଦ୍ଧି ଲାଗି ସୁବର୍ଣ୍ଣ ସୁଯୋଗ ପାଇବେ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।

ମୀନ: ଆପଣଙ୍କ ମନକୁ ନୂଆ ବିଚାର ଆସିବ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବା ପାଇଁ ଇଚ୍ଛୁକ ହେବେ। ବିବାହିତଙ୍କ ଲାଗି ଦିନଟି ଭଲ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ