ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ନୂଆ କାମରେ ରୁଚି ବଢ଼ିବ। ଛୋଟଛୋଟ କଥାରେ ଖୁସିର ତଲାସ କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ସୁଖରେ ବୃଦ୍ଧି ହେବ।

ବୃଷ: ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ମିଳିବ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ଜୀବନସାଥୀଙ୍କୁ ସଫଳତା ମିଳିବା ହେତୁ ମନ ପ୍ରସନ୍ନ ହେବ।

ମିଥୁନ: ଆମଦାନି ପାଇଁ ନୂଆ ଉତ୍ସ ସମ୍ମୁଖକୁ ଆସିବ। ଘରକୁ ନୂଆ ବନ୍ଧୁ ଆସିପାରନ୍ତି। ନୂଆ ପ୍ରକଳ୍ପରେ କାମ କରିବା ପୂର୍ବରୁ ବନ୍ଧୁର ପରାମର୍ଶ ନିଅନ୍ତୁ। ଅଚାନକ ଧନଲାଭର ଅବସର ପାଇବେ।

କର୍କଟ: ଅଫିସରେ ଅଧିକାରୀବର୍ଗ ଆପଣଙ୍କୁ ଅଧିକ ଦାୟିତ୍ବ ତୁଲାଇବାକୁ କହିପାରନ୍ତି। ଆପଣଙ୍କ ବେପାରର ଗତି ବଢ଼ିବ। ଶିକ୍ଷାର୍ଥୀ ଲେଖାପଢ଼ାରେ ଅମନୋଯୋଗୀ ହୋଇପାରନ୍ତି।

ସିଂହ: ବେପାରରେ ମନ ମୁତାବକ ଲାଭ ପାଇବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାର୍ଯ୍ୟରେ ବାପା ମାଆଙ୍କ ସହଯୋଗ ପାଇବେ।

କନ୍ୟା: ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ବନ୍ଧୁ ସହ ଫୋନରେ ଭଲ କଥା ହେବେ। ରାଜନୀତି କ୍ଷେତ୍ର‌େର ଥିବା ଲୋକଙ୍କର ମାନ ସମ୍ମାନ ବୃଦ୍ଧି ହେବ।

ତୁଳା: କାମ ପାଇଁ କରି ଆସୁଥିବା ଚେଷ୍ଟାରେ ସଫଳ ହେବେ। ଉପାର୍ଜନ ପାଇଁ ମନରେ ନୂଆ ନୂଆ ବିଚାର ଆସିବ। ନିତି ଦିନିଆ କାମ ବିନା ବାଧାରେ ସଂପୂର୍ଣ୍ଣ ହେବ।

ବିଛା: ଆପଣଙ୍କ ଉପରେ ପାରିବାରିକ ଦାୟିତ୍ବ ବଢ଼ିବ। ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବାରେ ସଫଳ ହେବେ। କୌଣସି ଜରୁରୀ କାମ କରିବା ଯୋଗୁଁ ବନ୍ଧୁ ସହ ଭ୍ରମଣ ବାତିଲ କରିବେ।

ଧନୁ: ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ଆସିବ। ଅନୁଭବୀ ବ୍ୟକ୍ତିଙ୍କ ସହ ସାକ୍ଷାତରେ ଲାଭ ପାଇବେ। ସନ୍ଧ୍ୟାରେ ପିଲାମାନଙ୍କ ସହ ଭଲରେ ସମୟ ବିତିବ।

ମକର: ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। କ୍ୟାରିୟରରେ ପରିବର୍ତ୍ତନ ଭବିଷ୍ୟତ ଲାଗି ଲାଭଦାୟକ ହେବ। ଜୀବନସାଥୀର ସହଯୋଗ ମିଳିବା ହେତୁ ଆନନ୍ଦିତ ହେବେ।

କୁମ୍ଭ: ସହଯୋଗୀ ଆପଣଙ୍କ କାର୍ଯ୍ୟରେ ସହଯୋଗ କରିବେ। ଆପଣଙ୍କ ଭ୍ରମଣ ସୁଖଦ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ।

ମୀନ: ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ। କୌଣସି କାମ ପୂରା କରିବାକୁ ଚେଷ୍ଟା କରୁଥିଲେ ସଫଳ ହେବେ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।