ମେଷ: ସାମାଜିକ ସ˚ଗଠନରେ ଥିବା ଲୋକଙ୍କର ମର୍ଯ୍ୟାଦା ବଢ଼ିବ। ବ୍ୟବସାୟରେ ଅବହେଳା କରନ୍ତୁ ନାହିଁ। ଚାରିଆଡ଼େ ଆପଣଙ୍କ ଲେଖାର ପ୍ରଶ˚ସା ହେବ।
ବୃଷ: ଆଜି ଆପଣ ଆନନ୍ଦରେ ରହିବେ। ବେପାରରେ ଉନ୍ନତି ହେବ। ପ୍ରିୟତମଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।
ମିଥୁନ: ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ବ୍ୟବସାୟରେ ବିସ୍ତାର କରିବେ। ସରକାରୀ ଚାକିରିଆଙ୍କୁ ପାରିତୋଷିକ ମିଳିପାରେ।
କର୍କଟ: ଇଷ୍ଟଦେବଙ୍କ ଧୢାନ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଅଫିସ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ।
ସି˚ହ: ଅତୀତର କଥାକୁ ନେଇ ମନସ୍ତାପରେ ରହିବେ। ସରକାରୀ କର୍ମଚାରୀଙ୍କର ପଦୋନ୍ନତି ହୋଇପାରେ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ।
କନ୍ୟା: ଜୀବନସାଥୀଙ୍କ ସହଯୋଗ ପାଇବେ। ମନ ଉତ୍ସାହରେ ଭରି ରହିବ। ଲୁହା ବେପାରୀ ବ୍ୟବସାୟ ବିସ୍ତାର କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।
ତୁଳା: ଆପଣଙ୍କର ମାନସିକ ସ୍ଥିତି ଦୃଢ଼ ରହିବ। ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଭାଗୀଦାରଙ୍କ ସହିତ ମଧୢାହ୍ନ ଭୋଜନ କରିବେ।
ବିଛା: ସମ୍ମୁଖରେ ଥିବା ବ୍ୟକ୍ତିଙ୍କର ଶାରୀରିକ ଭାଷାକୁ ଜଲଦି ବୁଝିନେବେ। କ୍ୟାରିୟର ଲାଗି ଭଲ ସୁଯୋଗ ପାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ଧନୁ: ଚାକିରି ବୃତ୍ତିରେ ଲାଗିରହିଥିବା ବିବାଦ ସମାପ୍ତ ହୋଇଯିବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ବିବାହ ଯୋଗ୍ୟ ପୁରୁଷଙ୍କ ଲାଗି ଭଲ ପ୍ରସ୍ତାବ ଆସିବ।
ମକର: ପ୍ରିୟଜନଙ୍କ ବ୍ୟବହାରରେ ଖୁସି ହେବେ। ନିଜ କାମରେ ଲାଭ ମିଳିପାରେ। ଭୂସ˚ପତ୍ତି କିଣନ୍ତୁ, ଲାଭ ହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।
କୁମ୍ଭ: କୌଣସି ବ୍ୟକ୍ତିଙ୍କୁ ହୃଦୟର କଥା କହିବେ। ଆପଣ ନିଜର ଭଲ କାମ ପାଇଁ ପୁରସ୍କାର ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ।
ମୀନ: ଆପଣଙ୍କ ଭିତରେ ନୂଆ ଶକ୍ତି ସ˚ଚାର ହେବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ।