ଅପରାଧ ରାଜ୍ୟ

ଜଳଖିଆ ଦୋକାନ ଓ ହୋଟେଲରେ ରହୁନି ପରିଚ୍ଛନତା, ଖାଦ୍ୟର ମାନ ଯାଞ୍ଚ ବେଳେ କଟିଲା ଫାଇନ୍

ଚଣ୍ଡୀଖୋଲ ୧୫/୦୯: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ଥିବା ବିଭିନ୍ନ ଜଳଖିଆ ଦୋକାନ ଓ ହୋଟେଲରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢ଼ାଉ । ଆଜି ଚଣ୍ଡୀଖୋଲ ଛକରେ ଗଢି ଉଠିଥିବା ବିଭିନ୍ନ ଜଳଖିଆ ଦୋକାନ ଓ ହୋଟେଲ ମାନଙ୍କରେ ଚଢାଉ କରାଯାଇଥିଲା ।

ମିଳିତ ଭାବେ ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରିଛନ୍ତି ଅଧିକାରୀ । ହୋଟେଲର ଲାଇସେନ୍ସ, ହୋଟେଲ ଗୁଡିକର ରୋଷଇ ଶାଳର ପରିଛନତା ପରଖିଛନ୍ତି । ତେବେ ବାସୀ ଖାଦ୍ୟ ଓ ଖାଦ୍ୟରେ କେଉଁ ମସଲା ବ୍ୟବହାର କରାଯାଉଛି ସେ ନେଇ ମଧ୍ୟ ଯାଞ୍ଚ ହୋଇଥିଲା । କିଛି ହୋଟେଲ ମାନଙ୍କରେ ନିମ୍ନ ମାନର ଖାଦ୍ୟ ଓ ନିୟମକୁ ଉଲଘଂନ କରୁଥିବାରୁ ସେମାନଙ୍କୁ ଫାଇନ ବି କରାଯାଇଛି । ମୋଟ ୧୩୫୦୦ ଟଙ୍କା ଫାଇନ ଲାଗିଛି । ଆଗାମୀ ଦିନରେ ମଧ୍ୟ ଏହିଭଳି ବିଭିନ୍ନ ଛକ ବଜାରରେ ଗଢି ଉଠିଥିବା ହୋଟେଲ ମାନଙ୍କରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।