ଦେଶ ବିଦେଶ ମନୋରଞ୍ଜନ

ଜନ୍ମଦିନରେ ଉଲଗ୍ନ ହୋଇ ଗୋଆ ବିଚ୍‌ରେ ଦୌଡ଼ିଲେ ମିଲିନ୍ଦ ସୋମନ

ବଲିଉଡ୍‌ ଅଭିନେତା ମିଲିନ୍ଦ ସୋମନ ୫୫ ବର୍ଷରେ ପାଦ ଦେଇଥିବା ବେଳେ ଜନ୍ମଦିନରେ ଗୋଆ ବିଚ୍‌ରେ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବା ନଜର ଆସିଛନ୍ତି। ତାଙ୍କ ପତ୍ନୀ ଅଙ୍କିତା କନୱାର ମିଲିନ୍ଦଙ୍କ ଏହି ଫଟୋଟି ଉଠାଇଛନ୍ତି। ଏହାକୁ ସେ ସୋସିଆଲ ମିଡିଆରେ ଛାଡ଼ିବା ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ମିଲିନ୍ଦ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଶୁଭେଚ୍ଛୁମାନେ ମଧ୍ୟ ତାଙ୍କୁ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ମିଲିନ୍ଦ ‌ଜଣେ ସେଲେବ୍ରିଟି ମଡେଲ୍‌ ହୋଇଥିବା ବେଳେ ପ୍ୟାର୍‌ କା ସୁପରହିଟ୍‌ ଫର୍ମୁଲା, ସେଫ୍‌, ବାଜିରାଓ ମସ୍ତାନୀ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ