ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଛତିଶଗଡ଼ରେ ଅଘଟଣ: ଜେସିବି ଟାୟାର ଫାଟି ଦୁଇ ମୃତ

ରାୟପୁର: ଜେସିବି ଟାୟାର ଫାଟି ଦୁଇ ମୃତ। ଏପରି ଅଭାବନୀୟ ଖବର ଆସିଛି ଛତିଶଗଡର ରାଜଧାନୀ ରାୟପୁରରୁ। କାୟପୁରର ଉଦ୍ୟୋଗିକ କ୍ଷେତ୍ର ସିଲତାରା ଅଂଚଳରେ ଗୋଟିଏ କାରଖାନା ଭିତରେ ଜେସିବିର ଟାୟାରରେ ହାଓ୍ବା ଭରୁ ଥିଲେ ଦୁଇ କର୍ମଚାରୀ। ସେଇ ସମୟରେ ହଠାତ୍‌ ଟାୟାରଟି ଫାଟି ଯିବାକୁ ଦୁଇ ଶ୍ରମିକ ଖିନଭିନ୍‌ ହୋଇ ପଡିଥିଲେ। ଘଟଣା ସ୍ଥଳରେ ହିଁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।