ଦେଶ ବିଦେଶ ଧର୍ମ ରାଜ୍ୟ

ଚଳିତ ବର୍ଷ ବିନା ଭକ୍ତରେ ହେବ ଛତର ଯାତ୍ରା, ପ୍ରଶାସନିକ ବୈଠକରେ ନିଷ୍ପତ୍ତି

କଳାହାଣ୍ଡି ୨୫।୦୯: ବିନା ଭକ୍ତରେ ହେବ ଛତର ଯାତ୍ରା । ଆଗାମୀ ଦିନରେ ହେବାକୁ ଥିବା ଛତର ଯାତ୍ରାକୁ ବିନା ଭକ୍ତରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ବସିଥିବା ପ୍ରଶାସନିକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ଖବର ଅନୁଯାୟୀ, ଆସନ୍ତା ୧୩ରେ ତାରିଖରେ କଳାହାଣ୍ଡିର ପ୍ରସିଦ୍ଧା ଛତର ଯାତ୍ରା ହେବାକୁ ଯାଉଛି । ତେଣୁ ଚଳିତ ବର୍ଷ ଛତର ଯାତ୍ରାକୁ ବିନା ଭକ୍ତରେ ସଂପନ୍ନ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଆଜି ବସିଥିବା ପ୍ରଶାସନିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ବୈଠକ ପରେ ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ