କଳା ଓ ସଂସ୍କୃତି ଧର୍ମ

ଚର୍ଚ୍ଚିକାଙ୍କ ପୀଠରେ ଷୋଢଶ ଉପଚାର ପୂଜା, ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ମା’

ବାଙ୍କୀ ୨୯/୦୯: ଆଜିଠାରୁ ଆରମ୍ଭହୋଇଛି ମାଙ୍କ ପୀଠରେ ଷୋଢଶ ଉପଚାର ପୂଜା । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ଷୋଢଶ ଉପଚାର ପୂଜା । ମା ଚର୍ଚ୍ଚିକାଙ୍କ ସେବାୟତମାନେ ମହାନଦୀ ରେଣୁକା ଘାଟଠାରୁ ପାଣିଆଣି ମାଙ୍କୁ ସ୍ନାନକରି ସ୍ଵତସ୍ତ୍ର ପୂଜା ରିତିନୀତିରେ ପୂଜାପାଠକରି ସୁସଜିତ କରିଛି । ପ୍ରତ୍ୟେକଦିନ ମା ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ଶଦ୍ଧାଳୁଙ୍କୁ ।

ଏହେଉଛି ମାଙ୍କର ବଡପୂଜା । ବିଶେଷକରି ଆଗାମୀ ମହାଅଷ୍ଟମୀଦିନ ମାଙ୍କପୀଠରେ ଦିବାରାତ୍ରୀ ପୂଜାପାଠ କରାଯିବା ସହ ଚଣ୍ଡିପାଠ କରାଯାଇଥାଏ । ଏହିଦିନ ରାତ୍ରୀ ସମୟରେ ଯେଉ ଭକ୍ତ ଓ ଶ୍ରଦ୍ଧାଳୁ ଅନିଦ୍ରା ରହି ରାତ୍ରୀକାଳୀନ ଦୀପଜାଳି ଉପବାସ କରିି ତାଙ୍କର ଦୁଃଖହରଣ ହେବା ସହ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହିଦିନ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ସେପଟେ ମନ୍ଦିର ସେବାୟତଙ୍କ ପକ୍ଷରୁ କୋଭିଡ କଟକଣା ମଧ୍ୟରେ ମାଙ୍କ ଷୋଢଶ ଉପଚାର ପୂଜା କରାଯିବା ପାଇଁ ସମସ୍ତ ପ୍ରସ୍ତୁତ ଶେଷ ହେବା ସହ ସମସ୍ତେ ପ୍ରସ୍ତୁତ ଅଛି ବୋଲି କହିଛି ମନ୍ଦିରର ସେବାୟତ ଓ ଟ୍ରଷ୍ଟିର ଅଧକ୍ଷ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ