ଅପରାଧ

ଘରୁ ସାଙ୍ଗଙ୍କ ସହ ଯାଇଥିଲେ, ପାଞ୍ଚ ଦିନ ପରେ ବସ୍ତା ଭିତରୁ ମିଳିଲା ମୃତଦେହ

ଭଦ୍ରକ ୦୩/୦୬: କାମ ଥିବା କହି ସାଙ୍ଗ ଆସି ଘରୁ ଡାକିନେଲେ । କିନ୍ତୁ ୫ ଦିନ ପରେ ନଈ କୁଳରୁ ବସ୍ତା ଭିତରୁ ମିଳିଲା ମୃତଦେହ । ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ଧୁସିରି ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ପିରାହାଟ ଥାନା ଉପରଦୁମୁକା ଗାଁର ଧରଣୀଧର କୁଅଁରଙ୍କ କୋଲକାତାରେ ଦୋକାନ ରହିଛି । ଦୋକାନ ବିକ୍ରିକୁ ନେଇ କେତେକ ଲୋକଙ୍କ ସହ ବିବାଦ ଥିବା କହିଛନ୍ତି ତାଙ୍କ ପୁଅ ।

ତେବେ ଗତ ୨୮ତାରିଖ ଦିନ ଧୂଷୁରି ଥାନା ଅଧିନ ଭଣ୍ଡାରିପଡା ଗାଁର ପପୁ ନାମକ ଯୁବକ ଧରଣୀଧରଙ୍କ ଘରକୁ ଯାଇ ଦୋକାନ ଲିଜ ବାବଦକୁ କଥା ଥିବା କହି ନିଜ ବାଇକ ରେ ସାଙ୍ଗରେ ଆଣିଥିଲେ । ପରେ ଧରଣୀଧର ଘରକୁ ନଫେରିବାରୁ ଘର ଲୋକେ ପିରାହାଟ ଥାନା ରେ ଲିଖିତ ଏତଲା ଦେଇଥିଲେ ।

ତେବେ ଏବେ ଧୂଷୁରି ଥାନା ଅଧିନ କୋଚିଳା ନଦୀର ନୂଆସାହି ନିକଟରୁ ଏକ ମୁହଁ ବନ୍ଧା ବସ୍ତା ମିଳିଥିଲା । ପରେ ପୋଲିସ ଉପସ୍ଥିତରେ ବସ୍ତା ଖୋଲା ଯାଇଥିବା ବେଳେ ବସ୍ତା ରୁ ଧରଣୀଧରଙ୍କ ମୃତଦେହ ମି

NewsLaxmi7

About Author

You may also like

ଅପରାଧ ରାଜ୍ୟ

ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍, ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରି ହୋଇଥିଲେ ଗିରଫ

ମାଲକାନଗିରି ୨୮।୦୪ : ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ
ଅପରାଧ ରାଜ୍ୟ

ନାଗ ସହିତ ନାଗିନ୍‌ ଡ୍ୟାନ୍ସ, ୫ ଅଟକ

କରଞ୍ଜିଆ ୨୮।୦୪: ନାଗକୁ ଧରି ନାଗିନ୍‌ ଡ୍ୟାନ୍ସ । ବରଯାତ୍ରୀ ଶୋଭାଯାତ୍ରାରେ ନାଚିବା ପଡିଲା ମହଙ୍ଗା । ସାପ ଖେଳାଳି ସମେତ ୫ଜଣ ବାଦ୍ୟକାରଙ୍କୁ ଅଟକ ରଖିଛି