ଦେଶ ବିଦେଶ ମନୋରଞ୍ଜନ

ଗୋଆରେ ଆଦିବାସୀଙ୍କ ମହିଳାଙ୍କ ସହ ନାଚିଲେ ପ୍ରିୟଙ୍କା ଭଦ୍ରା, ଭିଡିଓ ଭାଇରାଲ…

ପାଣାଜୀ ୧୧/୧୨: ପାଖେଇ ଆସୁଛି ଗୋଆ ନିର୍ବାଚନ । ଏହାପୂର୍ବରୁ ରାଜନୀତି ବେଶ ସରଗରମ ହେଲାଣି । ଏହି ପରିପ୍ରେକ୍ଷୀରେ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ରାଲି ଉଦଘାଟନ କରିବାକୁ ଗୋଆ ଯାଇଥିଲେ । ଏହି ସମୟରେ ଆଦିବାସୀ ମହିଳାମାନଙ୍କ ସହ ମିଶି ପାରମ୍ପରିକ ନୃତ୍ୟ ପ୍ରଦ୍ରଶନ କରିଥିଲେ ପ୍ରିୟଙ୍କା । ଗୋଆର ମୋରପିରାଲ ଗାଁରେ ଆଦିବାସୀ ମହିଳାଙ୍କ ସହ ନାଚିଥିଲେ ପ୍ରିୟଙ୍କା ।

ନାଲି ଏବଂ ବାଇଗଣୀ ରଙ୍ଗର ଏକ ସାଢି ପିନ୍ଧ କିଛି ମହିଳାଙ୍କ ସହ ଗୀତରେ ତାଳେ ତାଳେ ନାଚିଛନ୍ତି ପ୍ରିୟଙ୍କା । ଆଉ ଏହି ଡ୍ୟାନ୍ସ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୪୫ ସେକେଣ୍ଡର ଏହି ଡାନ୍ସର ଭିଡିଓ କଂଗ୍ରେସର ଅଫିସିଆଲ ଟୁଇଟର ଆକାଉଂଟରେ ପୋଷ୍ଟ କରାଯାଇଛି । ସମାବେଶକୁ ସମ୍ୱୋଧନ କରି ପ୍ରିୟଙ୍କା କହିଛନ୍ତି, ‘ଏଥର ଯେତେବେଳେ ଆପଣ ଭୋଟ୍ ଦେବାକୁ ଯିବେ । ସର୍ବପ୍ରଥମେ ନିଜ ବିଷୟରେ, ଆପଣଙ୍କ ରାଜ୍ୟ ଏବଂ ଆପଣଙ୍କ ପରିବାର ବିଷୟରେ ଚିନ୍ତା କରନ୍ତୁ । ଦଳ ପାଇଁ ଭୋଟ୍ ଦିଅନ୍ତୁ ଯାହା ଆପଣଙ୍କର ସମସ୍ୟାର ସମାଧାନ କରିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ