ଅପରାଧ ଦେଶ ବିଦେଶ

ଗୋଟିଏ ରାତିରେ ୨ଟି ଚୋରି, ଗ୍ରୀଲ୍‌ ତାଡି ନେଇଗଲେ ସୁନା ଗହଣା

ପାଟଣା ୦୯।୦୫ : ଗ୍ରୀଲ ତାଡି ଲୁଟିନେଲେ ସୁନା-ଗହଣା । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟାଇଁସରା ଗାଁରୁ ଏହି ଲୁଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଟାଇଁସରା ଗାଁର ବାଇଧର ସାହୁଙ୍କ ଘରର ଝରକା ଗ୍ରୀଲ୍‌ ତାଡି ସୁନା କାନଫୁଲ, ରୂପା ପାଉଁଜି ଲୁଟି ନେଇଛନ୍ତି ଲୁଟେରା । ସେହିପରି ଅନ୍ୟ ଜଣେ ଶିକ୍ଷୟତ୍ରୀ ସାରଦା ମହାନ୍ତଙ୍କ ଘରେ କେହିନଥିବା ବେଳେ ଝରକା ଗ୍ରୀଲ୍‌ ତାଡି ଲୁଟ୍‌ କରିଛନ୍ତି ଲୁଟେରା । ଘଟଣା ସଂପର୍କରେ ସୂଚନା ପାଇ ପୋଲିସ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ