ଅପରାଧ ରାଜ୍ୟ

ଗାଁ ସମସ୍ୟା ନେଇ ତାତିଲେ ଲୋକେ, ଉଦଳା-ବାରିପଦା ରାଜ୍ୟ ରାଜପଥ ଅବରୋଧ

ଉଦଳା ୨୩/୦୫ : ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ରାସ୍ତା ଅବରୋଧ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା-ବାରିପଦା ରାଜ୍ୟ ରାଜପଥର ନାଲୁହା ଛକ ନିକଟରେ । ଖୁଂଟା ବ୍ଲକ ବିରୁଡି ଗ୍ରାମର ଅନେକ ହିତାଧତ୍କାରୀ ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନାରେ ଘର ପାଇପାରିନାହାଁନ୍ତି ।

ଏହାସହିତ ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଏବଂ ହିତାଧତ୍କାରୀଙ୍କ ନାମରେ ବର୍ଦ୍ଧିତ ବିଜୁଳି ବିଲ୍ ଆସୁଥିବାରୁ ଏ ନେଇ ପୂର୍ବରୁ ଗ୍ରାମବାସୀମାନେ ବ୍ଲକ ଠାରୁ ଆରମ୍ଭ କରି ବିଭାଗୀୟ ଅଧତ୍କାରୀଙ୍କୁ ଗୁହାରି କରିଛି । ହଲେ କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀମାନେ ଆଜି ଉଦଳା-ବାରିପଦା ରାଜ୍ୟ ରାଜପଥର ନାଲୁହା ଛକ ନିକଟରେ ରାସ୍ତା ଅବରୋଧ କରିଛି । ଯାହାଫଳରେ ଉଦଳା-ବାରିପଦା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।