ଅପରାଧ ରାଜ୍ୟ

ଗାଁରେ ପଶିଲା ଦନ୍ତାହାତୀ, ଭୟଭୀତ ଗାଁଲୋକ

ମୋରଡ଼ା ୦୧।୦୬: ଗାଁରେ ପଶିଲା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ମୁଖ୍ୟ ବାଘଡା ବଜାର ସହ ଗାଁ କୁ ପ୍ରବେଶ କଲା ଦନ୍ତାହାତୀ । ଦିନ ବେଳେ ହାତୀକୁ ଦେଖି ଲୋକେ ଆତଙ୍କିତ । ବର୍ଷତମାମ ଏହି ଅଞ୍ଚଳରେ ଶିମିଳିପାଳ ଓ ଝାଡଖଣ୍ଡୀ ହାତୀ ପଲ ରହି ବିଭିନ୍ନ ସ୍ଥାନରେ ବିଚରଣ କରିବା ସହ ଉପଦ୍ରବ ଚଳାଇଛନ୍ତି । ଆଜି ଝାଡ଼ଖଣ୍ଡୀ ଦନ୍ତାହାତୀ ମୁଖ୍ୟ ବଜାରକୁ ଆସିଥିବା ବେଳେ ବନବିଭାଗ ପାଖରେ ନଥିଲା କୌଣସି ଖବର । ଖାଦ୍ୟ ଅନ୍ୱେଷଣରେ ହାତୀ ଜନବସତି ମୁହାଁ ହେଉଛନ୍ତି । ତେବେ ହାତୀ ଟି କାହାରି କିଛି କ୍ଷତି କରିନଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।