ଅପରାଧ ରାଜ୍ୟ

ଗାଁକୁ ନଥିଲା ରାସ୍ତା, ଆସିପାରିଲାନି ଆମ୍ୱୁଲାନ୍ସ: ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ନାରାୟଣପାଟଣା ୦୩/୧୦: ପୁଣୀ ଷ୍ଟେଚରରେ ବୁହାହେଲେ ରୋଗୀ । ଗାଁକୁ ପୋକ୍କା ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ । କୋରାପୁଟ ଜିଲ୍ଲା ମାଓ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ୍ ସଦର ମହକୁମା ମାତ୍ର ୩ କିଲୋମିଟର୍ ଦୂରରେ ଅବସ୍ଥିତ ଖାରିକୋନ ଗାଁରେ ।

୪୫ ବର୍ଷୀୟ ରାମ ସୁକିୟା ନାମକ ବ୍ୟକ୍ତି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଆଉ ଜଣେ ମହିଳା ଲକ୍ଷ୍ମୀ କୁନ୍ଦାରିଆ ଜ୍ୱରରେ ଆକ୍ରାନ୍ତ ହୋଇ ଥିଲେ । ଭରା ନଦୀ ଦେଇ ବିପଦ ସଙ୍କୁଳ ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ପାଖକୁ ଆଣିଛନ୍ତି ସରପଞ୍ଚ ଓ ଆମ୍ବୁଲାନ୍ସ କର୍ମଚାରୀ ଏବଂ ଗ୍ରାମର ଯୁବକ ମାନେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।