ମନୋରଞ୍ଜନ

ଗର୍ଜିଅସ୍ ଗୁଞ୍ଜନ୍

‘ଧଡକ୍’ ଚଳଚ୍ଚିତ୍ରରୁ ବଡ଼ ପରଦାରେ ପାଦ ଦେଇଥିବା ଜାହ୍ନବୀଙ୍କୁ ଏହା ଭିତରେ ‘ଘୋଷ୍ଟ ଷ୍ଟୋରିଜ୍’, ‘ଅଙ୍ଗ୍ରେଜି ମିଡିଅମ୍’, ‘ଗୁଞ୍ଜନ ସକ୍ସେନୋ: ଦ କାର୍ଗିଲ ଗାର୍ଲ’, ‘ରୁହି’ ଆଦିରେ ଫିଲ୍ମରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ଆଗକୁ ଆସୁଛି ଜାହ୍ନବୀଙ୍କ ଅଭିନୀତ ‘ଦୋସ୍ତାନା-୨’ ଓ ‘ଗୁଡ୍ ଲକ୍ ଜେରି’। ସୁନ୍ଦରୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ। କିଛିଦିନ ତଳେ ସେ ସୂର୍ଯ୍ୟାସ୍ତ ବେଳେ ସମୁଦ୍ର ତଟରେ ନିଜର କିଛି ଫଟୋସୁଟ୍ କରିଛନ୍ତି। ସେ ହ୍ବାଇଟ୍ ଟପ୍ ଓ ପ୍ରିଣ୍ଟେଡ୍ ସର୍ଟସ ପିନ୍ଧିଥିବାର ଦେଖିବାକୁ ମିଳିଛି। ବିନା ମେକ୍‌ଅପ୍‌ରେ ସେ ହାତରେ ଚୁଡ଼ି ପିନ୍ଧି ବେଶ୍ ଆକର୍ଷକ ଲାଗୁଛନ୍ତି। କେବଳ ନିଜର ନୁହେଁ, ବେଳାଭୂମିରେ କେତେଜଣ ବାନ୍ଧବୀଙ୍କ ମେଳରେ ଛିଡ଼ାହେଇ ଜାହ୍ନବୀ ଯେଉଁ ଫଟୋସୁଟ୍ କରିଥିଲେ, ସେଗୁଡ଼ିକ ମଧ୍ୟ ଆକର୍ଷକ ଲାଗୁଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ