ଅପରାଧ ରାଜ୍ୟ

ଗଞ୍ଜେଇ ବୋଝେଇ କାର୍‌ରୁ ମିଳିଲା ରୂପା ଇଟା, ଦୁଇ ଜଣ ଅଟକ

କଟକ ୨୨।୦୯ : ଗଞ୍ଜେଇ ଗାଡି ଯାଞ୍ଚ ବେଳେ ବେଳେ ଧରାପଡିଲା ରୂପା ଇଟା ଓ ଟଙ୍କା। ଏକ କ୍ବିଣ୍ଟାଲ ଚାନ୍ଦି ସହ ନଗଦ ୧୦ ଲକ୍ଷ ଟଙ୍କା ଜବତ । ଗାଡିରେ ଥିବା ଦୁଇ ଜଣଙ୍କୁ ଅଟକ ରଖିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ। କାରରେ ସ୍ବତନ୍ତ୍ର ଚାମ୍ବରେ ଥିଲା ରୁପା ଇଟା, ଅଳଙ୍କାର ଓ ଟଙ୍କା। ଅଟକ ଦୁଇ ଯୁବକ ପଶ୍ଚିମବଙ୍ଗର ହୋଇଥିବା ସୂଚନା। ଟାଙ୍ଗି ଟୋଲ ଗେଟ ନିକଟରେ ଗାଡି ଯାଞ୍ଚ ବେଳେ ଧରିଲା ଅବକାରୀ ବିଭାଗ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।