ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଖୋର୍ଦ୍ଧା ଜିଲ୍ଲାରେ ବି ଖୋଲିବ ସ୍କୁଲ, ସମସ୍ୟା ହେଲେ ବନ୍ଦ ହେବ..

ଭୁବନେଶ୍ୱର ୧୭।୧୦: ସାରା ରାଜ୍ୟରେ ଖୋଲିବ ସ୍କୁଲ । ଖାସ୍‌ କରି ଖୋର୍ଦ୍ଧା ଜିଲ୍ଲା ରେଡ ଜୋନ୍ ରେ ଥିଲେ ମଧ୍ୟ ଏଠାରେ ସ୍କୁଲ ଖୋଲିବ। କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ । ତେବେ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଖେଲିବା ପରେ ଯଦି କିଛି ସମସ୍ୟା ହୁଏ । ତେବେ ସ୍କୁଲ ବନ୍ଦ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆସନ୍ତା ୨୫ ତାରିଖରୁ କିଛି ଶ୍ରେଣୀରେ ପାଠ ପଢା ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାପରେ ପର୍ଯ୍ୟାକ୍ରମେ ସମସ୍ତ ସ୍କୁଲ ଖୋଲିଯିବ ବୋଲି ଜଣାପଡିଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଥିବାରୁ ଏଠାରେ ସ୍କୁଲ ଖୋଲିବ ବ କି ନାହିଁ । ସେନେଇ ସସ୍‌ପେନ୍ସ ଲାଗି ରହିଥିଲା । କିନ୍ତୁ ଆଜି ଖୋଦ୍‌ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ରେଡ ଜୋନ୍ ରେ ଥିଲେ ମଧ୍ୟ ଏଠାରେ ସ୍କୁଲ ଖୋଲିବ। କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ । ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଖେଲିବା ପରେ ଯଦି କିଛି ସମସ୍ୟା ହୁଏ । ତେବେ ସ୍କୁଲ ବନ୍ଦ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି