ମନୋରଞ୍ଜନ

ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି କୌନ୍‌ ବନେଗା କରୋଡପତି ସିଜିନ୍‌-୧୩

ମୁମ୍ବାଇ: କରୋନା ମହାମାରୀ ପାଇଁ ଲକଡାଉନ୍ ଏବଂ ସଟଡାଉନ୍ ଭିତରେ ଫିଲ୍ମ ଏବଂ ଟିଭି ସିରିଜ୍ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି । ଆଉ ଏହାରି ଭିତରେ ଆପଣମାନଙ୍କ ପାଇଁ ଆସିଛି ଆଉ ଏକ ଖୁସିଖବର । ଖୁବଶୀଘ୍ର ଆପଣମାନଙ୍କ ମନୋରଞ୍ଜନକୁ ଦୁଇଗୁଣା କରିବା ପାଇଁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଗେମ୍ ସୋ’ କୌନ ବନେଗା କରୋଡପତି ନିଜର ନୂଆ ସିଜିନ୍ ସହ ଆସୁଛି । ଏହି ସୋ’ ପାଇଁ ରେଜିଷ୍ଟ୍ରେସନର ତାରିଖ ମଧ୍ୟ ଘୋଷଣା କରାଯାଇଛି ।

ଛୋଟ ପରଦାରେ ସଭିଙ୍କୁ ମାଲମାଲ୍ କରୁଥିବା ଲୋକପ୍ରିୟ ସୋ’ କୌନ ବନେଗା କରୋଡପତିର ସିଜିନ୍ ୧୩ ପୁଣି ଥରେ ଦର୍ଶକଙ୍କ ଲାଗି ପରଦାକୁ ଆସିବାକୁ ଯାଉଛି । ଉଠାନ୍ତୁ ଫୋନ୍, ଆଉ ହୋଇଯାଆନ୍ତୁ ପ୍ରସ୍ତୁତ । କାରଣ ମେ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି, କେବିସି-୧୩ର ରେଜିଷ୍ଟ୍ରେସନ୍ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ