ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଜିନିଷ, ଘୋର ଅସୁବିଧାରେ ପଡିପାରନ୍ତି

ସୁସ୍ଥ ଜୀବନ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍ । ସଠିକ ସମୟରେ ଖାଦ୍ୟ ନଖାଇବା ଦ୍ୱାରା ଅନେକ ପ୍ରକାର ପେଟଜନିତ ସମସ୍ୟା ଉପୁଜିଥାଏ । ଅନେକ ଖାଦ୍ୟ ରହିଛି ଯାହା ଯାହା ଖାଲି ପେଟରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ସେହି ଖାଦ୍ୟ ଗୁଡିକ ହେଲା……
ଚା ଓ କଫି: ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଚା କିମ୍ବା କଫି ପିଇଥାନ୍ତି । ଏହି ଅଭ୍ୟାସ ଶରୀର ପାଇଁ ଅନେକ କ୍ଷତି ଆଣିଥାଏ । ଏହା ଦ୍ୱାରା ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ସର୍ବଦା କିଛି ସ୍ନାକ୍ସ କିମ୍ବା ରୁଟି ଖାଇ ସାରି ଚା ପିଇବା ଉଚିତ୍ ।
ପିଜୁଳି: ପିଜୁଳି ଏକ ସ୍ୱାଦିଷ୍ଟ ଫଳ ଅଟେ । ଏହା ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାର ଫାଇଦା ମିଳିଥାଏ । କିନ୍ତୁ ଏହାକୁ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । ଏହା ଦ୍ୱାରା ପେଟ ଦରଜ ସମସ୍ୟା ଉପୁଜି ଥାଏ ।
ମସଲାଯୁକ୍ତ ଖାଦ୍ୟ: ଖାଲି ପେଟରେ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟରେ ଏସିଡିଟି ସମସ୍ୟା ଦେଖା ଦେଇଥାଏ ଓ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ।
ଦହି: ଦହି ଅତ୍ୟଧିକ ଥଣ୍ଡା ହୋଇଥିବାରୁ ଏହା ଖାଲି ପେଟରେ ଖାଇବା ପାଇଁ ବାରଣ କରାଯାଇଥାଏ ।
ଫାଷ୍ଟଫୁଡ: ଏହାକୁ ଖାଲି ପେଟରେ ଖାଇବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।
ଟମାଟୋ: ଟମାଟୋ ଗରମ ହୋଇଥିବାରୁ ଖାଲି ପେଟରେ ଏହାକୁ ଖାଇବା ଦ୍ୱାରା ପେଟ ଓ ଛାତିରେ ଯନ୍ତ୍ରଣା ହୋଇଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ