ଅପରାଧ ରାଜ୍ୟ

ଖଣି କମ୍ପାନୀରେ ରେଡ୍‌, ଅଫିସ ଓ ବାସଭବନରେ ଚଢାଉ କରୁଛି ଆୟକର ବିଭାଗ

ବଡବିଲ ୦୧।୦୬ : ଖଣି କମ୍ପାନୀରେ ଚଢାଉ । ଟି.ପି. ସାଓ ଏଣ୍ଡ ଆର୍‌.ପି ସାଓ ନାମକ ଖଣି କମ୍ପାନୀରେ ଆୟକର ବିଭାଗ ପକ୍ଷରୁ ରେଡ୍‌ ଚାଲିଛି । ଅଫିସ ଓ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

ଖବର ଅନୁଯାୟୀ, ବୁଧବାର ଦିନ ଆୟକର ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଗଣେଷ ଭବନ ନିକଟସ୍ଥ କାର୍ଯ୍ୟାଳୟ ସମେତ କମ୍ପାନୀରେ ଝାଡ଼ଖଣ୍ଡ, ଚାଇଁବାସା ସ୍ଥିତ ଅଫିସରେ ରେଡ୍‌ କରୁଛି ଆୟକର ବିଭାଗ । ଏହାସହିତ ବିଭିନ୍ନ ସ୍ଥାନରେ ଥିବା ବାସଭବନରେ ମଧ୍ୟ ଚଢାଉ ଜାରି ରହିଛି । ବ୍ୟବସାୟିକ କାରବାରକୁ ନେଇ ବିଭିନ୍ନ ତଥ୍ୟର ଖୋଳତାଡ ଚାଲିଛି

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।