ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କୋରାପୁଟ ପୁଲିସକୁ ସଫଳତା, ଅପରେସନ ବେଳେ ମାଓ ସାମଗ୍ରୀ ସହ ନଗଦ ଟଙ୍କା ଜବତ

କୋରାପୁଟ ୨୨।୦୯: କୋରାପୁଟ ପୁଲିସକୁ ସଫଳତା। ନକ୍ସଲ ମୁକାବିଲା କ୍ଷେତ୍ରରେ ଏକ ବଡ ଧରଣର ସଫଳତା ପାଇଛି କୋରାପୁଟ ପୋଲିସ। ବିପୁଳ ପରିମାଣର ମାଓ ସାମଗ୍ରୀ ସହ ନଗଦ ଟଙ୍କା ଜବତ ହୋଇଛି । ଏନେଇ ଏସପି ବରୁଣ ଗୁଣ୍ଠୁପାଳି ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ, ଏସଓଜି ଓ ଡିଭିଏଫ ପକ୍ଷରୁ ଜିଲ୍ଲାର ସିନ୍ଧିପୁଟ ଜଙ୍ଗଲରେ ମିଳିତ ଆଣ୍ଟି ନକ୍ସଲ ଅପରେସନ ଚାଲିଥିଲା । ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ନଗଦ ଟଙ୍କା ଓ ମାଓ ବିସ୍ଫୋରକ ସାମଗ୍ରୀ ମିଳିଛି। ତେବେ ଜବତ ହୋଇଥିବା ସାମଗ୍ରଗୀ ମଧ୍ୟରେ ନଗଦ ୭୦ ହାଜର ଟଙ୍କା, ୧୭ ମିଟର କର୍ଡେକ୍ସ ତାର, ୩୧ ଟି ଜେଲେଟିନ୍ ଷ୍ଟିକ୍, ୧୧ ଟି ଇଲେକ୍ଟ୍ରିକ୍ ଡିଟୋନେଟର, ଗୋଟାଏ ତାର ବଣ୍ଡଲ, ୨ଟି ଟିଫିନ୍ ବମ୍, ଗୋଟାଏ ପ୍ରେସର କୁକର ବମ୍ ଓ ଗୋଟାଏ ଟେଷ୍ଟିଂ ପିନ୍ ଜବତ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।