ରାଜ୍ୟ ସ୍ପେଶାଲ ରିପୋର୍ଟ

କୋବି ଗୋଟାକୁ ୫ ଟଙ୍କା ବି ମିଳୁନି, ଶୀତଳଭଣ୍ଡାର ଅଭାବରୁ କ୍ଷତି ସହୁଛନ୍ତି ଚାଷୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଳାବାଡ଼ିଆ: ବାଙ୍ଗିରିପୋଷି ବ୍ଲକ୍‌ କଳାବାଡ଼ିଆ ପଞ୍ଚାୟତ ଜଗନ୍ନାଥଖୁଣ୍ଟା (ପୁନାସିଆ) ଗ୍ରାମର ଯୁବଚାଷୀ ଅମୂଲ୍ୟ ପାତ୍ର ପରିବା ଚାଷ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ଚଳିତ ବର୍ଷ ବାଇଗଣ, ବିଲାତି, ବାଦାମ ଆଦି ଚାଷ କରିଥିଲେ ବି କୋବି ଚାଷକୁ ସର୍ବାଧିକ ଗୁରୁତ୍ବ ଦେଇଥିଲେ। ୩ ମାଣ ଜମି‌ରେ ଫୁଲକୋବି ଓ ବନ୍ଧାକୋବି ଲଗାଇଥିଲେ ଅମୂଲ୍ୟ। ଫସଲ ଭଲ ହୋଇଥିବାରୁ ଚାଷ ବାବଦ ଖର୍ଚ୍ଚ ଯାଇ ଦୁଇ ପଇସା ଲାଭ ହେବ ବୋଲି ଅଶା ରଖିଥିଲେ।

ହେଲେ କୋବିର ଅଭାବି ବିକ୍ରି ତାଙ୍କ ଚିନ୍ତା ବଢ଼ାଇ ଦେଇଛି। ଗୋଟା ୫ ଟଙ୍କାରେ ବି ବିକ୍ରି ହେଉନି କୋବି। ଏବେ ୫ ହଜାର କୋବି କଣ କରିବେ ବୋଲି ସେ ହରଡ଼ଘଣାରେ ପଡ଼ିଛନ୍ତି। ବ୍ଲକ୍‌ରେ ଶୀତଳଭଣ୍ଡାର ବ୍ୟବସ୍ଥା ଥିଲେ ତାଙ୍କ ଭଳି ଚାଷୀମାନେ ନିଜ ଉତ୍ପାଦିତ ପରିବାକୁ କିଛି ଦିନ ସଂରକ୍ଷଣ କରି ରଖିବା ସହ ଚାହିଦା ବଢ଼ିଲେ ବିକ୍ରି କରିପାରନ୍ତେ। ହେଲେ ସରକାର ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ଶୀତଳଭଣ୍ଡାର ପ୍ରତିଷ୍ଠା କରୁନଥିବାରୁ ଚାଷୀମାନେ ଗୋଟିଏ ଗୋଟିଏ ଋତୁରେ ପ୍ରବଳ କ୍ଷତି ସହୁଥିବା କହିଛନ୍ତି ଅମୂଲ୍ୟ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।