ମନୋରଞ୍ଜନ

କୋଏମ୍ବାଟୁରରେ ସୋନୁ ସୁଦ ଫାଉଣ୍ଡେସନ୍ ପକ୍ଷରୁ ଖୋଲିଲା ଅମ୍ଳଜାନ କେନ୍ଦ୍ର

କୋଏମ୍ବାଟୁର ୮/୬: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଚାରିଟି ସଂସ୍ଥା ସୋନୁ ସୁଦ ଫାଉଣ୍ଡେସନ ଏବଂ Swag ERT ତରଫରୁ କୋଏମ୍ୱାଟୁରରେ ଖୋଲିଲା ତତ୍କାଳ ଅକ୍ସିଜେନ୍ କେନ୍ଦ୍ର । ଏହି କେନ୍ଦ୍ରଟି କେବଳ ଅଭାବୀ ତଥା ଯେଉଁମାନଙ୍କର ଅକ୍ସିଜେନ ଦରକାର ସେମାନଙ୍କୁ ମାଗଣାରେ ଯୋଗାଇଦେବ । ଚିକିତ୍ସା ସମୟରେ ଯେଉଁମାନଙ୍କର ଅକ୍ସିଜେନ ନିହାତି ଆବଶ୍ୟକ ରହିଛି ସେମାନେ ଗୋଟିଏ କଲ କଲେ ସଂଗେ ସଂଗେ ଅମ୍ଲଜାନ ପହଞ୍ଚାଇଦିଆଯିବ ।

ଏଥିପାଇଁ ଗୋଟିଏ ତାମିଲନାଡୁର(706999996) ହେଲ୍ପଲାଇନ ନମ୍ୱର ଜାରି କରାଯାଇଛି । କୋଏମ୍ବାଟୁରର ପ୍ରତିଷ୍ଠା ହୋଇଥିବା ଏହି ଅମ୍ଳଜାନ କେନ୍ଦ୍ରର କର୍ମଚାରୀମାନେ କେଉଁମାନଙ୍କୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯିବ ସେନେଇ ନିଜେ ନିଷ୍ପତ୍ତି ନେବେ । ଯେଉଁମାନଙ୍କର ଆବଶ୍ୟକତା ରହିଛି ସେମାନେ Swag ERT ସିଲିଣ୍ଡର ନେବେ ଏବଂ ପରବର୍ତ୍ତୀ ସମୟରେ ଖାଲିଟିକୁ ଫେରସ୍ତ କରିବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ