ଅପରାଧ ରାଜ୍ୟ କେମିତି ରୋକିହେବ ସାଇବର ଅପରାଧ, ଶୁଣନ୍ତୁ କ’ଣ କହୁଛନ୍ତି କଟକ ଡିସିପି BY NewsLaxmi7 July 4, 2022 0 Comments 23 Views କଟକ ୦୪।୦୭ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଅପରାଧ। ସାଇବର ଠକ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାରେ ଲାଗିଛନ୍ତି । ତେବେ ଜନ ସାଧାରଣ କିଭଳି ସାଇବର ଠକଙ୍କ କବଳରୁ ରକ୍ଷା ପାଇବେ ସେ ନେଇ ଅଧିକ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର