ଦେଶ ବିଦେଶ ମନୋରଞ୍ଜନ

କେଜିଏଫ୍‌-୨ର ଟିଜର୍ ଲିକ୍

କନ୍ନଡ଼ ସୁପରଷ୍ଟାର୍ ୟଶଙ୍କ ଅଭିନୀତ କେଜିଏଫ୍ ୨ର ଟିଜର୍ ଗତକାଲି ରିଲିଜ୍ ହୋଇଛି। ୟଶ୍‌ଙ୍କ ଜନ୍ମଦିନ ଅର୍ଥାତ୍ ଆଜି ଏହାକୁ ରିଲିଜ୍ କରାଇବା ପାଇଁ ଯୋଜନା ଥିଲେ ହେଁ ଟିଜର୍‌ଟି ଗତକାଲି ଲିକ୍ ହୋଇଯିବାରୁ ବାଧ୍ୟ ହୋଇ ପ୍ରଯୋଜକ ଗୁରୁବାର ରାତି ପ୍ରାୟ ୯ଟା ୨୮ରେ ଏହାକୁ ରିଲିଜ୍ କରାଇଛନ୍ତି। ଏହି ଟିଜର୍‌ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ୨୧ ଘଣ୍ଟାରେ ଏହାକୁ ପ୍ରାୟ ୭ କୋଟି ଦର୍ଶକ ଦେଖି ସାରିଛନ୍ତି। କେଜିଏଫ୍ ଚାପ୍ଟର୍‌-୧ର ସବୁଠାରୁ ଲୋକପ୍ରିୟ ସଂଳାପ ‘ ହିଷ୍ଟ୍ରି ଟେଲ୍ସ ଅସ୍ ଦାଟ୍ ପାଵାରଫୁଲ୍ ପିପୁଲ୍ କମ୍ସ ଫ୍ରମ୍ ପାଵରଫୁଲ୍ ପ୍ଲେସ, ହିଷ୍ଟ୍ରି ଵାଜ୍ ରଙ୍ଗ୍! ପାଵାରଫୁଲ୍ ମେକ୍ ପ୍ଲେସେସ୍ ପାଵରଫୁଲ୍’କୁ ନେଇ ଟ୍ବିଟର୍‌ରେ ଟ୍ରେଣ୍ଡ୍ ଚାଲିଥିବା ଦେଖିବାକୁ ମିଳିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ