ଦେଶ ବିଦେଶ ମନୋରଞ୍ଜନ

କେଜିଏଫ୍‌କୁ ପଛରେ ପକାଇଲା ପୁଷ୍ପା , ବକ୍ସ ଅଫିସ୍‌ରେ କରୁଛି ଧମାଲ …

ନୂଆଦିଲ୍ଳୀ ୨୩।୧୨ : କରୋନା ମହାମାରୀକୁ ଦୃଷ୍ଟି ରଖା ଯାଇ ସିନେମା ହଲ ଗୁଡିକ ଖୋଲା ଯାଇଥିଲା । ସେଥିରୁ ବାକି ଥିବା ଅନେକ ଫିଲ୍ମ ରିଲିଜ୍‌ ହୋଇଥିଲା। କେତେକ ବଡ ବଜେଟ୍‌ର ଫିଲ୍ମ ରିଲିଜ୍‌ ହେବା ମାତ୍ର ହଲ୍‌ରେ ଧମାଲ କରୁଛି । କିନ୍ତୁ ନିକଟରେ ଅଲ୍ଲୁ ଅର୍ଜୁନ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ବକ୍ସ ଅଫିସରେ ଜବରଦସ୍ତ ପରଫରମାନ୍ସ ଦେଖାଇଛି ।

ଫିଲ୍ମଟି ବର୍ତ୍ତମାନ ବକ୍ସ ଅଫିସରେ ଏପଯର୍ପ୍ୟନ୍ତ କେଜିଏଫ୍ ଠାରୁ ମଧ୍ୟ ଭଲ ଆୟ କରିଛି । ଜଣାପଡୁଛି ତାହା କେଜିଏଫ୍‌କୁ ଆଗମୀ ଦିନରେ ତାର ରେକର୍ଡ ଭାଙ୍ଗିପାରେ । ତେବେ କ୍ରିଟିକ୍ସମାନେ ଫିଲ୍ମର ପ୍ରମୋସନ ଉପରେ ଧ୍ୟାନ ଦେଇନଥିଲେ । ଏହାର ପ୍ରମୋସନ ମଧ୍ୟ ସେତେ ଭଲ ନଥିଲା । କିନ୍ତୁ ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଏବଂ ପ୍ରଚାର ଯୋଗୁଁ ଏହି ଫିଲ୍ମ ଏବେ ଦର୍ଶକଙ୍କ ମନ କିଣି ନେଇଛି । ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଫିଲ୍ମଟି ଏପର୍ଯ୍ୟନ୍ତ ୨୦.୧୪ କୋଟିର ଆୟ କରିସାରିଲାଣି । ଯାହାକି ‘କେଜିଏଫ’ ଏହାର ସଂପୂର୍ଣ୍ଣ ଆୟ ମଧ୍ୟରେ ୪୪.୦୯ କୋଟି ରହିଥିଲା । ତେବେ ଆଗାମୀ ଦିନରେ ଏହା ‘କେଜିଏଫ’କୁ ସଂପୂର୍ଣ୍ଣ କଲେକ୍ସନରେ ପଛରେ ପକାଇବା ନେଇ ଆଶା କରାଯାଉଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ