ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କୁହୁଡିର ଚାଦରରେ ଭଦ୍ରକ ସହର, ଗାଡିମଟର ଚଳାଚଳ ପ୍ରଭାବିତ

ଭଦ୍ରକ, ୧୦|୦୧ : ଭଦ୍ରକ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ କୁହୁଡି ଅନୁଭୂତ ହେଉଛି । ସକାଳ ସମୟରେ ପ୍ରବଳ କୁହୁଡିର ଆସ୍ତରଣ ଜନଜୀବନକୁ ପ୍ରଭାବିତ କରୁଛି । କୁହୁଡି ଯୋଗୁଁ ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଗୁଡିକ ଲାଇଟ ଦେଇ ଧୀରେ ଧୀରେ ଯାଉଥିବାର ଚିତ୍ର ଦେଖିବାକୁ ମିଳିଛି ।

ସକାଳ ସମୟରେ ଲୋକମାନେ ଘରୁ ବାହାରି ଯିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । କୁହୁଡି ଯୋଗୁଁ, ଗାଡି ଗୁଡିକ ଦିନରେ ଲାଇଟ ଦେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି କୁହୁଡିର ଆସ୍ତରଣ ଯୋଗୁଁ ଦୂରରୁ କୌଣସି ବସ୍ତୁ କିମ୍ବା ଲୋକଙ୍କୁ ଦେଖିବା କଷ୍ଟକର ହୋଇପଡିଛି । ଏପରିକି ଗୋଟିଏ ଫୁଟ ଦୂରରେ ମନୁଷ୍ୟ କି କୌଣସି ବସ୍ତୁ ନଜରରେ ଆସୁନଥିବାର ଦେଖିବାକୁ ମିଳିଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ