ଦେଶ ବିଦେଶ ମନୋରଞ୍ଜନ

କିଲର ଲୁକ୍‌ରେ ନଜର ଆସିଲେ ଫାତିମା ସନା ଶେଖ୍, ଫଟୋ ଦେଖି ଫ୍ୟାନ୍ସ ହେଲେ ଦିୱାନା

ମୁମ୍ବାଇ ୨୩।୦୬: ବଲିଉଡ ଅଭିନେତ୍ରୀ ଫାତିମା ସନା ଶେଖ୍ ତାଙ୍କର ଗ୍ଲାମରସ୍ ଲୁକ୍ ପାଇଁ ସବୁବେଳେ ଲାଇମଲାଇଟରେ ରହିଥା’ନ୍ତି। ନିକଟରେ ଫାତିମା ତାଙ୍କ ଫିଲ୍ମ ‘ଥର’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି।

ଫାତିମା ସନା ଶେଖ ଅମୀର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରୁ କ୍ୟାରିୟର ଆରମ୍ଭ କରିଥିଲେ। ‘ଦଙ୍ଗଲ’ ଫିଲ୍ମରେ ଫାତିମା ଗୀତା ଫୋଗାଟଙ୍କ ଭୂମିକାରେ ଦମ୍‌ଦାର ପ୍ରଦର୍ଶନ କରି ଲୋକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିଥିଲେ । ଏକ ସ୍ବତନ୍ତ୍ର ପରିଚୟ ମିଳିଥିଲା ।

ଫାତିମା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ପ୍ରତିଦିନ ସେ କିଛି ନୂଆ ଫଟୋ ଏବଂ ଭିଡିଓ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସେୟାର କରିଥାନ୍ତି। ନିକଟରେ ଫାତିମା ଇନଷ୍ଟାଗ୍ରାମରେ ତାଙ୍କର କିଛି ନୂଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ଧଳା ରଙ୍ଗର ସର୍ଟ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି।

ଏହି ଫଟୋରେ, ଫାତିମା ଗ୍ଲାମରସ ଅନ୍ଦାଜ୍‌ରେ ନଜର ଆସିଥିବା ବେଳେ ପ୍ରଶଂସକଙ୍କୁ ଦିୱାନା କରୁଛନ୍ତି ।ଧଳା ପୋଷାକ ପିନ୍ଧି ଫାତିମା ବହୁତ ସୁନ୍ଦର ଦେଖାଯାଉଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ