ଅପରାଧ ରାଜ୍ୟ

କାଳ ହେଲା ଘରୋଇ କଳହ, ହୋଇପାରୁନି ସତ୍କାର: ଘର ସାମ୍ନାରେ ପଡିରହିଛି ମୃତଦେହ

ଟାଙ୍ଗୀ ୨୧/୧୧: ଘର ସାମ୍ନାରେ ପଡିଛି ମା’ ର ମୃତ ଦେହ । ମା’ ର ମୃତଦେହ ନିକଟରେ ପୁଅ-ଝିଅ ନାତି ବସି କାନ୍ଦ ବୋବାଳି ଛାଡୁଛନ୍ତି । ଘର ଭିତରେ ବୋହୂ କବାଟ କିଳି ରହିଛନ୍ତି । ଘର ଭିତରକୁ ପ୍ରବେଶ କରିପାରୁ ନାହାନ୍ତି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ ହରିହରପୁର ଗାଁରେ । ମୃତା ବୃଦ୍ଧା ହେଉଛନ୍ତି ମୀନା କୁମାରୀ ନାୟକ ।

ସୂଚନା ଥାଉକି, ପୁଅ-ବୋହୂ ଏବଂ ଶାଶୁ-ବୋହୂଙ୍କ କଳି ଯୋଗୁଁ ହୋଇପାରୁନାହିଁ ଶବ ସତ୍କାର । ଏପଟେ ଗାଁ ଲୋକ ବି କରୁନାହାଁନ୍ତି ସହଯୋଗ । ସେପଟେ । ଘର ସାମ୍ନାରେ ଦୀର୍ଘ ୧୫/୨୦ ଘଣ୍ଟା ଧରି ପଡି ରହିଛି ମୃତଦେହ । ଗାଁରେ ଥିବା ମନ୍ଦିର ଗୁଡିକରେ ପୂଜାର୍ଚ୍ଚନା ମଧ୍ୟ ବନ୍ଦ ରହିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।